ଆଜିର ଖାସ ଖବର
Tue. Apr 21st, 2026

ଏହି ପିତୃ ଦିବସରେ ନିଜ ପିତାଙ୍କ ପାଇଁ ୬ ଗ୍ରୁମିଂ ଓ ଷ୍ଟାଇଲ୍ ଉପହାର

By Admin_Dainkasha Jun17,2025

ଭୁବନେଶ୍ୱର: ପିତୃ ଦିବସ ହେଉଛି ସେହି ମଣିଷକୁ ପାଳନ କରିବାର ଉପଯୁକ୍ତ ଅବସର ଯିଏ ହେଉଛନ୍ତି ଆପଣଙ୍କ ପ୍ରଥମ ହିରୋ ଓ ଆପଣଙ୍କ ସବୁଠୁ ବଡ଼ ସମର୍ଥକ। ସାଧାରଣ ଭାବେ ଟାଏ କିମ୍ବା ମଗ୍ ଉପହାର ନଦେଇ ତାଙ୍କ ପାଇଁ ଗ୍ରୁମିଂ ଓ ଷ୍ଟାଇଲ୍ ଉପହାର ଦେଇ ତାଙ୍କ ପ୍ରତି ନିଜର ଥିବା ଭଲ ପାଇବାକୁ ପ୍ରଦର୍ଶନ କରନ୍ତୁ। ଏଠାରେ ୬ଟି ଉପହାର ବିଷୟରେ ଆଲୋଚନା କରାଯାଇଛି ଯାହା ଆପଣଙ୍କ ପିତାଙ୍କୁ ପ୍ରତିଦିନ ଭଲ ଅନୁଭବ ପ୍ରଦାନ କରିବ।
ଓଜନ ହ୍ରାସ ଓ ପରିଚାଳନା କରିବା ସହିତ ଶରୀର, ମନ ଓ ଆତ୍ମାକୁ ସମୃଦ୍ଧ କରିବା ଲାଗି ପ୍ରସ୍ତୁତ କରାଯାଇଥିବା ସେପ୍‌ସିଫ୍ଟ ବାଏ ମୋଦିକେୟାର୍ ପ୍ରସ୍ତୁତ କରାଯାଇଛି। ସେପ୍‌ସିଫ୍ଟ ଲୋକମାନଙ୍କୁ ଦୃଢ଼, ସୁସ୍ଥକର ହେବାରେ ସହାୟକ ହେବ। ଏଥିରେ ରହିଛି ମିଲ୍ ରିପ୍ଲେସ୍‌ମେଂଟ୍ ନ୍ୟୁଟ୍ରିସନାଲ୍ ମିକ୍ସ ସେକ୍‌, ଫ୍ୟାଟ୍ ହଟାଇବା ପ୍ରିମିକ୍ସ, ଫ୍ୟାଟ୍ ବର୍ଣ୍ଣର କ୍ୟାପ୍‌ସୁଲ୍‌, ପ୍ଲାଂଟ୍ ଭିତିକ ପ୍ରୋଟିନ୍ ପାଉଡର୍ ଓ ମୋଦିୱେ ସେକ୍‌ର୍ ରହିଛି।
ଉପହାର ଦେବା ପାଇଁ ଆପଣମାନେ ମୋଦିକେୟାରର୍ ଅନ୍ୟତମ ଅଭିଯାନ ଫରେଷ୍ଟ ନେକ୍ଟର ବାଏ୍ ମୋଦୀୱେକୁ ବିଚାରକୁ ନେଇପାରିବେ। କଫି, ହାଇଲୋରୋନିକ୍ ଏସିଡ୍‌ରୁ ପ୍ରସ୍ତୁତ ଏହି ଉତ୍ପାଦଗୁଡ଼ିକ ଆପଣଙ୍କ ଚର୍ମ ଓ କେଶକୁ ସମୃଦ୍ଧ କରିବା ସହ ସତେଜ ରଖିବ। କଫି ରେଂଜ୍‌ରେ ରହିଛି ଫେସ୍‌ୱାସ୍‌ଠାରୁ ବଡି ବଟର ପର୍ଯ୍ୟନ୍ତ ଯାହାର ଦାମ୍ ୧୦୦୦ ଟଙ୍କା ରହିଛି। ଔଧ ରେଂଜ୍‌ର ଦାମ୍ ୧୦୦୦ ଟଙ୍କା ଏବଂ ହାଇଡ୍ରେସନ୍ ହେୟାର କେୟାର୍‌ର ଦାମ୍ ୮୫୦ ଟଙ୍କା ରହିଛି। ମୋଦିକେୟାର୍‌ର ଭେଲୋସିଟି ମେନ୍‌ସ ଗ୍ରୁମିଂ ବର୍ଗମାଳାରେ ରହିଛି ୧୨୫ ଏମ୍‌ଏଲ୍ ବିଶିଷ୍ଟ ୨୨୮ ଟଙ୍କାର ଭେଲୋସିଟି ମେନ୍ ଡିଓଡ୍ରାଇଜିଂ ବଡି ସ୍ପ୍ରେ, ୮୫ ଟଙ୍କାର ଭେଲୋସିଟି ମେନ୍ ଡିଓଡ୍ରାଇଜିଂ ବଡି ଟକ୍‌, ୧୪୭ ଟଙ୍କାର ଭେଲୋସିଟି ମେନ୍ ଅଏଲ୍ କ୍ଲିୟର୍ ଫେସ୍‌ୱାସ୍‌, ୧୫୫ ଟଙ୍କାର ଭେଲୋସିଟି ମେନ୍ ଫେୟାରନେସ୍ କ୍ରିମ ଓ ୧୨୭ ଟଙ୍କାର ଭେଲୋସିଟି ମେନ୍ ପ୍ରିମିୟମ ସେଭିଂ କ୍ରିମ୍ ରହିଛି।
ଏହି ପିତୃ ଦିବସରେ ଆପଣଙ୍କ ପିତାଙ୍କ ଲାଗି ରହିଥିବା ଅନ୍ୟତମ ଉତ୍କୃଷ୍ଟ ଉପହାର ବିକଳ୍ପ ହେଉଛି ଏସ୍‌ଏମ୍ ମେନ୍‌ସ କଲେକ୍ସନ ହାତଘଂଟା ଯାହାକୁ ଉଭୟ ଫର୍ମାଲ୍ ବୈଠକ ଓ କାଜୁଆଲ ଲୁକ୍ ପାଇଁ ଡିଜାଇନ କରାଯାଇଛି। ସେଥିରେ ରହିଛି କ୍ଲାସିକ୍ କଳା ଡାଏଲ୍‌, ଚମଡ଼ା ଫିତା, ରିଫାଇନଡ୍ ଗୋଲ୍ଡ ଓ ସିଲ୍‌ଭର ଫିନିସ୍ ରହିଛି। ଏହାର ଦାମ୍ ୩,୨୯୯ ଟଙ୍କାରୁ ଆରମ୍ଭ ହୋଇଛି।
ମୋଦିକେୟାର୍‌ର ମିଷ୍ଟିକ୍ ଟଚ୍ ପରଫ୍ୟୁମ୍ କଲେକ୍ସନ୍ ରେ ଫ୍ରାନ୍ସରେ ପ୍ରସ୍ତୁତ ସୁଗନ୍ଧର ସମାହାର ରହିଛି। ଏହାର ପ୍ରତି ୧୦୦ ଏମ୍‌ଏଲ୍‌ର ଦାମ୍ ୨୪୦୦ ଟଙ୍କା ରଖାଯାଇଛି। ସେଗୁଡ଼ିକୁ ୧୦୦% କ୍ରୁରତା ମୁକ୍ତ ଓ ପେଟା ସାର୍ଟିଫିକେସନ ଆଧାରରେ ପ୍ରସ୍ତୁତ କରାଯାଇଛି। ଅନ୍ତର୍ଜାତୀୟ ସୁଗନ୍ଧ ସଂଘ ମାନ ଅନୁସାରେ ପ୍ରସ୍ତୁତ ଏହି ଉତ୍ପାଦ ପିତୃ ଦିବସରେ ଆପଣଙ୍କ ପିତାଙ୍କ ପାଇଁ ଏକ ଉପଯୁକ୍ତ ଉପହାର।

Related Post