ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ନୂଆପଡା ଏବଂ ଖରିଆର ରୋଡ଼ରେ ଆୟୋଜିତ ଏକତା ଦୌଡରେ ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି
ଏକ ଭାରତ,ଶ୍ରେଷ୍ଠ ଭାରତ, ଆତ୍ମନିର୍ଭରଶୀଳ ଭାରତ’ ଆମର ସଂକଳ୍ପ: ମନମୋହନ ସାମଲ ସର୍ଦ୍ଦାର ପଟେଲଙ୍କ ନିଷ୍ଠା, ରାଷ୍ଟ୍ର ପ୍ରେମ ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ…





