ଆଜିର ଖାସ ଖବର
Fri. Sep 11th, 2026

ରାଜ୍ୟରେ ବଢୁଛି ତାପମାତ୍ରା

By Admin_Dainkasha Feb28,2026

ତାଉ ଦେଖାଇଲାଣି ଖରା। ରାଜ୍ୟରେ ବଢୁଛି ତାପମାତ୍ରା। ରାଜ୍ୟରେ ଶୁଖିଲା ପାଗ, ବଢ଼ିପାରେ ଖରା ପ୍ରକୋପ। ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ସମ୍ଭାବନା ଗ୍ରୀଷ୍ମ ନଆସୁଣୁ ଖରା ତାଉ ଦେଖାଇଲାଣି। ରାଜ୍ୟରେ ବଢୁଛି ତାପମାତ୍ରା। ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ରାଜ୍ୟରେ ଏବେ କୌଣସି ପାଣିପାଗ ସିଷ୍ଟମ ନାହିଁ। ପାଗ ଶୁଖିଲା ରହିବ। ଫଳରେ ଆଗକୁ ଖରା ପ୍ରକୋପ ଆହୁରି ବଢ଼ିପାରେ। 

Related Post