ଆଜିର ଖାସ ଖବର
Sat. May 30th, 2026

ମୋଦିକେୟାର ପକ୍ଷରୁ ନବରାତ୍ରୀ ମିଷ୍ଟାନ୍ନ ପ୍ରସ୍ତୁତି ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ

By Admin_Dainkasha Sep29,2025

ଭୁବନେଶ୍ୱର: ନବରାତ୍ରୀ ହେଉଛି ଉଲ୍ଲାସ, ସମର୍ପଣ ଭାବ ଓ ପାର୍ବଣ ଖାଇବାପିଇବାର ଏକ ସମୟ। ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ସ୍ୱତନ୍ତ୍ର ଲଡୁ ପାଇଁ କାଶ୍ମିରୀ କେଶର ଓ ଗାଈ ଘିଅ ବ୍ୟବହାର କରିପାରିବେ। ଏଥି ସହିତ ଉତ୍ସବ ପାଇଁ ସେମାନେ ଅତୁଳନୀୟ ସ୍ୱାଦ, ସୁଗନ୍ଧ ଓ ଅସଲିପଣ ଆଣିପାରିବେ। ଏଠାରେ ଯେଉଁ ଉତ୍ପାଦଗୁଡ଼ିକ ବିଷୟରେ ଆଲୋଚନା କରାଯାଇଛି ତାହା ଆପଣଙ୍କ ଉତ୍ସବ ପାଳନକୁ ସ୍ମରଣୀୟ କରିବ।
ମୋଦିକେୟାରର ସୋଲ ଫ୍ଲେଭର୍ସ କାଶ୍ମିରୀ କେଶରକୁ ହାତରେ ଚୟନ କରି ଅଣାଯାଇଥିବା କାଶ୍ମିରୀ କେଶରରୁ ପ୍ରସ୍ତୁତ କରାଯାଇଛି ଯାହା ଆପଣଙ୍କ ଲଘୁକୁ ସୁବର୍ଣ୍ଣ ସ୍ପର୍ଶ ପ୍ରଦାନ କରିବ। ଏହାର ଗଭୀର ଲାଲ ରଙ୍ଗ ଲଘୁକୁ ବହୁତ ସୁନ୍ଦର କରିବ ଏବଂ ତାହାର ପ୍ରତିଟି ଉପାଦାନ ଖାଇବାକୁ ଭଲ ଲାଗିବ। ସବୁଠୁ ବଡ଼ କଥା ହେଉଛି ଏହାର ଏକ ଗ୍ରାମ୍ ପ୍ୟାକ୍‌ର ଦାମ୍ ହେଉଛି ୭୭୫ ଟଙ୍କା। ଏହି କେଶରରେ କୌଣସି ସଂରକ୍ଷକ କିମ୍ବା କୃତ୍ରିମ ରଙ୍ଗ ମିଶାଯାଇନାହିଁ ଯାହ ଆପଣଙ୍କ ଉତ୍ସବ ପାଳନକୁ ଆଧ୍ୟାତ୍ମିକତାରେ ପରିଣତ କରିବ।
ପାଟିରେ ମିଳେଇଯାଉଥିବା ଲଡ଼ୁ ବିନା ନବରାତ୍ରୀ ଅସମ୍ପୂର୍ଣ୍ଣ। ମୋଦିକେୟାରର ସୋଲ ଫ୍ଲେଭର୍ସ ଗାଈ ଘିଅ ତାହାକୁ ବେଶ୍ ସ୍ୱତନ୍ତ୍ର କରିବ। ବିଶୁଦ୍ଧ ଗାଈ ଘିଅରେ ତିଆରି ହୋଇଥିବା ଏହି ଘିଅର ସୁଗ୍ଧ ବେଶ୍ ଚମତ୍କାର ଯାହା ଆପଣଙ୍କ ଲଘୁକୁ ଉତ୍ସବର ସ୍ୱାଦ ପ୍ରଦାନ କରିବ। ଏହାର ୧ କେଜି ପ୍ୟାକ୍‌ର ଦାମ୍ ହେଉଛି ୭୬୫ ଟଙ୍କା। ଘିଅରେ ଓମେଗା ୩ ଓ ୬ ଏବଂ ଫ୍ୟାଟ୍‌ରେ ମିଳାଇ ଯାଉଥିବା ଭିଟାମିନ ଏ, ଇ ଓ କେ ରହିଛି ଯାହା ଆପଣଙ୍କୁ ସାରା ଦିନ ପାଇଁ ଶକ୍ତି ପ୍ରଦାନ କରିବ। ରୋଷେଇଠାରୁ ଆରମ୍ଭ କରି ଫୁଟଣ ଫୁଟାଇବା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ଆପଣମାନେ ଏହାକୁ ବ୍ୟବହାର କରିପାରିବେ।
ମୋଦିକେୟାରର ସମସ୍ତ ଉତ୍ପାଦ ସାରା ଦେଶରେ ମୋଦିକେୟାର କନସଲଟାଂଟମାନଙ୍କ ପାଖରେ ବିକ୍ରି ପାଇଁ ଉପଲବ୍ଧ ରହିଛି।

Related Post