ଆଜିର ଖାସ ଖବର
Wed. Apr 22nd, 2026

ରାକ୍ଷୀ ପୂର୍ଣ୍ଣିମା ୨୦୨୫ରେ ଭାଇଭଉଣୀଙ୍କ ପାଇଁ ଅର୍ଥପୂର୍ଣ୍ଣ ଉପହାର

By Admin_Dainkasha Aug8,2025

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା ପାଖେଇ ଆସିଥିବା ବେଳେ ଏହି ଅବସରକୁ ସ୍ମରଣୀୟ କରିବା ପାଇଁ ମୋଦିକେୟାରରେ ରହିଛି ଅନେକ ଅର୍ଥପୂର୍ଣ୍ଣ ଉପହାର ସମ୍ଭାର ରହିଛି। ସ୍କିନ୍‌କେୟାର ବର୍ଗରେ ଫରେଷ୍ଟ ନେକ୍ଟାର୍ ବାଏ ମୋଦିକେୟାର ଆପଣଙ୍କ ଚର୍ମ ଓ କେଶକୁ ସମୃଦ୍ଧ କରିବ। ପ୍ରକୃତିର ଚମତ୍କାର ଉପାଦାନ ଓ ଅତ୍ୟାଧୁନିକ ଫର୍ମୁଲାରେ ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ କଫିର ଗୁଣ, ହାୟାଲୁରୋନିକ୍ ଏସିଡ୍ ରହିଛି ଯାହା ଆପଣଙ୍କ ଶରୀର, ମନ ଓ ଆତ୍ମାକୁ ସନ୍ତୁଳିତ ରଖିବ। ଏହି ବର୍ଗମାଳାରେ ଥିବା କଫି ଫୋମିଂ ଫେସ୍ ୱାସ୍ ଓ କଫି ବଡି ବଟର୍ ଆଦି ରହିଛି। ତାହାର ମୂଲ୍ୟ ୧୦୦୦ ଟଙ୍କା ଆରମ୍ଭ ହୋଇଛି। ଔଧ ବର୍ଗମାଳାରେ ଔଧ ଫୋମିଂ ଫେସ୍ ୱାସ୍ ଓ ଔଧ ବଡି ବଟର୍ ରହିଛି ଯାହାର ଦାମ୍ ୧୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଇଂଟେନ୍ସ ହାଇଡ୍ରେସନ୍ ହେୟାର କେୟାର୍ ବର୍ଗମାଳାର ସାମ୍ପୁ ଓ କଣ୍ଡିକନର୍ ରହିଛି ଯାହାର ମୂଲ୍ୟ ୮୫୦ ଟଙ୍କାରୁ ଆରମ୍ଭ ହୋଇଛି।
ସୁଗନ୍ଧ ବର୍ଗମାଳାରେ ମୋଦିକେୟାର୍‌ର ମିଷ୍ଟିକ୍ ଟଚ୍ ପରଫ୍ୟୁମ୍ କଲେକ୍ସନ ରହିଛି ଯାହା ଫ୍ରାନ୍ସରେ ପ୍ରସ୍ତୁତ କରାଯାଇଛି। ଏହାର ୧୦୦ ଏମ୍‌ଏଲ୍ ଦାମ୍‌ର ମୂଲ୍ୟ ୨୪୦୦ ଟଙ୍କାରୁ ଆରମ୍ଭ ହୋଇଛି। ଏହା ୧୦୦ ପ୍ରତିଶତ କ୍ରୁରତା ମୁକ୍ତ ଏବଂ ପେଟା ସାର୍ଟିଫିକେସନ୍ ସହ ଆସୁଛି। ଫଳ ସୁଗନ୍ଧ ସହ ମହିଳାଙ୍କ ପାଇଁ “ହ୍ୱିସ୍ପର୍‌”, ଫୁଲର ସୁଗନ୍ଧ “ସିଲ୍କ ମ୍ୟୁଜ୍‌” ରହିଛି। ଜଳ ସୁଗନ୍ଧରୁ ପ୍ରସ୍ତୁତ “ଡିପ୍ ନୋୟର” ଏବଂ ମସଲା ସୁଗନ୍ଧର “ଔଦ” ରହିଛି।
ରାକ୍ଷୀ ପୂର୍ଣ୍ଣିମା ପାଇଁ ଅନ୍ୟତମ ଉପହାର ହେଉଛି ମୋଦିକେୟାର୍‌ର ଅର୍ବାନ୍ କଲର୍ ଲଣ୍ଡନ୍ ମ୍ୟାଟ୍ ଭୋଗ ଲ୍ୟୁକ୍ସ ସ୍ଲିମ୍ ଲିପ୍‌ଷ୍ଟିକ। ୮ଟି ସେଡ୍‌ରେ ଆସୁଥିବା ଏହି ଲିପ୍‌ଷ୍ଟିକ୍‌ରେ ଆଭାକାଡୋ ଅଏଲ୍‌, ଭିଟାମିନ୍ ଇ, ଭିଟାମିନ୍ ଡି ଓ ବେଟା କାରୋଟିନ୍ ରହିଛି। ଏହାର ମୂଲ୍ୟ ୯୯୯ ଟଙ୍କା ଏବଂ ଏହା ଭେଗାନ୍ ହୋଇଥିବା ବେଳେ ପାରାବେନ୍ ମୁକ୍ତ। ଅନ୍ୟତମ ଉପହାର ହେଉଛି ଅର୍ବାନ୍ କଲର୍ ଲଣ୍ଡନ ଲ୍ୟୁକ୍ସ ଭେଗାନ୍ ନେଲ୍ ଲେକର୍ ୨୫ଟି ସେଡ୍‌ରେ ଆସିଛି। ଲକ୍ସେମ୍ବର୍ଗରେ ପ୍ରସ୍ତୁତ ଏବଂ ପାରାବେନ୍ ମୁକ୍ତ ଏହି ଲିପ୍‌ଷ୍ଟିକ୍ ଦାମ୍ ୩୬୦ ଟଙ୍କା ରହିଛି।
ଆସେସୋରିଜ୍‌ରେ ରହିଛି ମୋଦିକେୟାର୍‌ର ଆମୋଲି ତାରିଣୀ କଲେକ୍ସନ୍ ଯାହା ହେଉଛି ଏକ ୨୨ କ୍ୟାରେଟ୍ ସୁନା ଲେପ ଦିଆ ହାତତିଆରି ଗହଣା ଯାହା ଆପଣଙ୍କ ପ୍ରତିିଟି ମୂହୂର୍ତକୁ ସ୍ମରଣୀୟ କରିବ। ଏଥିରେ ଥିବା ଆନ୍‌ଭି ଇୟର୍ ରିଂଗ୍ ଓ ନେକ୍‌ଲେ୍‌ସ ଦାମ୍ ୩୭୭୯ ଟଙ୍କା, ଅନନ୍ୟା ଏମରାଲ୍‌ଡ ଡ୍ରପ୍‌ଲେଟ୍ ଇୟରରିଂଗ ଓ ନେକ୍‌ଲେସ୍ ଦାମ୍ ୩୭୭୯ ଟଙ୍କା ଏବଂ ରିଭା ନେକ୍‌ଲେସ୍ ଓ ଇୟର୍ ରିଂଗ୍ ଦାମ୍ ୨୭୯୯ ଟଙ୍କା ରହିଛି। ସେହିପରି ପେଣ୍ଡାଂଟ୍ ସେଟ୍‌ରେ ରହିଛି ୧୮୮୯ ଟଙ୍କାର ଆନିକା ଓ ୨୫୧୯ ଟଙ୍କାର ଚନ୍ଦ୍ରା। ବ୍ରେସ୍‌ଲେଟ୍‌ରେ ରହିଛି ୧୮୧୯ ଟଙ୍କାର ନୈଶା, ୧୩୯୯ ଟଙ୍କାର ଆରୋହି, ୧୩୯୯ ଟଙ୍କାର ଚର୍‌ବି ଏବଂ ୧୮୧୯ ଟଙ୍କାର ରୋଶ୍‌ନି।
ପୁରୁଷଙ୍କ ପାଇଁ ଉପହାରରେ ରହିଛି ମୋଦିକେୟାର୍‌ର ଏସ୍‌ଏମ୍ ପୁରୁଷଙ୍କ କଳା ଡାଏଲ୍ ସହିତ ସୁନା ଘଂଟା ଯାହାର ମୂଲ୍ୟ ୪୫୯୯ ଟଙ୍କା ରହିଛି। ଏହି ଉତ୍ପାଦଗୁଡ଼ିକ ମୋଦିକେୟାର୍ କନ୍‌ସଲଟାଂଟମାନଙ୍କ ପାଖରେ ଉପଲବ୍ଧ ରହିଛି।

Related Post