ଆଜିର ଖାସ ଖବର
Fri. Sep 11th, 2026

ବିଧାୟକ ପାଣ୍ଠି ଅନୁଦାନ କାର୍ଯ୍ୟ ର ଶୁଭ ଉଦ୍ଘାଟନ

By Admin_Dainkasha Feb28,2026

ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଫାଷ୍ଟ ଗେଟ୍, ଓମ୍ ନଗର, ୱାର୍ଡ ନମ୍ବର–୪ ରେ ବିଧାୟକ ହାତ ପାଣ୍ଠି ଅନୁଦାନରେ ନୂତନ ଭାବେ ନିର୍ମିତ “ଜୟ ସୀତାରାମ ଯୋଗ କେନ୍ଦ୍ର” ଗୃହର ଉଦ୍ଘାଟନ କରିଲେ ମାନ୍ୟବର ବିଧାୟକ ଶ୍ରୀ କେ ଅନୀଲ କୁମାର ମହୋଦୟ ।

Related Post