ଆଜିର ଖାସ ଖବର
Mon. Jul 27th, 2026

ପାତାଳି କ୍ଷେତ୍ରରୁ ଶ୍ରୀକ୍ଷେତ୍ର ପୁରୀକୁ ଯାତ୍ରା କରୁଛି କାଳିଆ ତୁଳସୀ ରଥ 

By Admin_Dainkasha Oct31,2025

ଚଳିତ ବର୍ଷ ଷଷ୍ଠ ବର୍ଷରେ ଏଇ କାଳିଆ ତୁଳସୀ ଯାତ୍ରା ପହଞ୍ଚିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦୁର୍ଗା ମନ୍ଦିରରେ ଭକ୍ତମାନେ ଭିଡ଼ ଜମାଇ ସତେଜ ଫୁଲ ଓ ସଜ ତୁଳସୀ ଦେବା ସହିତ ନିଜକୁ ଧନ୍ୟ ମନେ କରିଥିଲେ Iତେବେ ଏଇ ଦୁଇଟି କାଳିଆ ତୁଳସୀ ରଥ ଅଇଁଲା ନବମୀରୁ ପାତାଳୀ କ୍ଷେତ୍ରରୁ ବାହାରି ଉଲୁଣ୍ଡା,ବିନିକା, ସୁବର୍ଣ୍ଣପୁର,ବୌଦ୍ଧ,ନୟାଗଡ,ଦଶପଲ୍ଲା,ଖୋର୍ଦ୍ଧା,ଭୁବନେଶ୍ୱର ଆଦି ସହର ପରିକ୍ରମା କରି ଶ୍ରେକ୍ଷେତ୍ର ପୁରୀକୁ ପହଁଞ୍ଚିବ Iଏକାଦଶୀ ତିଥିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶରେ ଏଇ ସଜ ତୁଳସୀ ଓ ସତେଜ ଫୁଲ ଲାଗି ହେବ

Related Post