ଆଜିର ଖାସ ଖବର
Sat. Sep 12th, 2026

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କଲା ଟିପିଡବ୍ଲୁଓଡିଏଲ୍

ପଶ୍ଚିମ ଓଡ଼ିଶାର ସର୍ବାଧିକ ଲୋକପ୍ରିୟ ଓ ଆଧ୍ୟାତ୍ମିକ ମହତ୍ତ୍ୱ ବହନ କରୁଥିବା ପର୍ବ ଶୀତଳ ଷଷ୍ଠୀ ପାଳନ ଅବସରରେ ସମ୍ବଲପୁର ସହରରେ ଲକ୍ଷାଧିକ ଶ୍ରଦ୍ଧାଳୁ…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ପ୍ରୟାସ: ଗାଁରୁ ବାହାରି ଜାତୀୟ ସ୍ତରରେ ଚମକୁଛନ୍ତି ଢେଙ୍କାନାଳ ଓ ଅନୁଗୋଳର ଯୁବ ଭଲିବଲ୍ ପ୍ରତିଭା

ଢେଙ୍କାନାଳ: ପ୍ରତିଭା ଗାଁର ହେଉ କି ସହରର, ଯଦି ତାକୁ ସଠିକ୍ ପ୍ରୋତ୍ସାହନ ଓ ସୁଯୋଗ ମିଳେ, ତେବେ ଗାଁ ଗହଳିର ମାଟି ପଡ଼ିଆରୁ…

ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ୧୦,୭୦୦ରୁ ଅଧିକ ରୁଫ୍‌ଟପ୍ ସୋଲାର ସ୍ଥାପନ ସହ ରାଜ୍ୟରେ ରେକର୍ଡ ରଚିଲା ଖୋର୍ଦ୍ଧା ଜିଲ୍ଲା

ଭୁବନେଶ୍ୱର, ଓଡ଼ିଶା: ଓଡ଼ିଶାର ସ୍ୱଚ୍ଛ ଶକ୍ତି ଯାତ୍ରାରେ ଏକ ବଡ଼ ସଫଳତା ହାସଲ କରି, ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ…

ଟିପିଏନଓଡିଏଲ୍ ପକ୍ଷରୁ ରାଇରଙ୍ଗପୁରରେ ନୂତନ ମିଟରିଂ ଷ୍ଟୋର ଉଦଘାଟିତ

ଉପଭୋକ୍ତାମାନଙ୍କୁ ଅଧିକ ସୁବିଧାଜନକ ଏବଂ ଗୁଣାତ୍ମକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ଆଜି ରାଇରଙ୍ଗପୁରରେ ନିଜର…

ଗୃହିଣୀରୁ ସଫଳ କ୍ୟାଟରିଂ ବ୍ୟବସାୟୀ ‘ସୁକାନ୍ତି ନାୟକ’

ମେରାମଣ୍ଡଳୀ, ୧୧.୦୬.୨୦୨୬: କ୍ୟାଟେରିଂ ବ୍ୟବସାୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ସଞ୍ଜପଡ଼ା ଗ୍ରାମର ସୁକାନ୍ତି ନାୟକ…

ସେଣ୍ଟ୍ରାଲ ଓଡ଼ିଶାରେ ବିଦ୍ୟୁତ ସେବାର ୬ ବର୍ଷ ପୂର୍ତ୍ତି ପାଳନ କଲା ଟିପିସିଓଡିଏଲ୍

ଭୁବନେଶ୍ୱର, ଜୁନ୍ ୧୦, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌),…

ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ନୂଆ କର୍ପୋରେଟ୍ ଫିଲ୍ମ ଉନ୍ମୋଚିତ

ଭୁବନେଶ୍ୱର: ଇଣ୍ଡସ୍‌ଇଣ୍ଡ୍ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଏହାର ନୂଆ କର୍ପୋରେଟ୍ ଏଭିକୁ ଉନ୍ମୋଚନ କରାଯାଇଛି। ଏଥିରେ ବ୍ୟକ୍ତି ଓ ପରିବାରଗୁଡ଼ିକୁ ଜୀବନକୁ ବିଶ୍ୱାସ, ପ୍ରତିଶ୍ରୁତି…

ଗ୍ରିନ୍‌ପ୍ଲାଏ ପକ୍ଷରୁ ‘ନାମ ସେ ହି ନେହି, କାମ୍ ସେ ଭି ଗ୍ରିନ’ ଅଧୀନରେ ସବୁଜ ପ୍ରତିବଦ୍ଧତାର ଶୁଭାରମ୍ଭ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ଅବସରରେ ଗ୍ରିନ୍‌ପ୍ଲାଏ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ‘ନାମ ସେ ହି ନେହି, କାମ ସେ ଭି ଗ୍ରିନ’ ଅଭିଯାନର…

କୁଞ୍ଜମହୁଲ ଗାଁ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ‘ସୂର୍ଯ୍ୟଘର ଗ୍ରାମ’, ସମସ୍ତ ଗ୍ରାମବାସୀଙ୍କ ଛାତ ଉପରେ ବସିଲା ସୌର ପ୍ୟାନେଲ୍

ପଶ୍ଚିମ ଓଡ଼ିଶାର ଅନେକ ଅପହଞ୍ଚ ଗ୍ରାମ ମଧ୍ୟରୁ ସୋନପୁର ଜିଲ୍ଲା ପିତାମହୁଲ ଗ୍ରାମ ପଞ୍ଚାୟତର କୁଞ୍ଜାମହୁଲ ଗ୍ରାମଟି ଅନ୍ୟତମ ଗାଁ ଅଟେ । ଏହି…

ଟାଟା ଏଆଇଜି ପକ୍ଷରୁ ମେଡିକେୟାର ରିଜର୍ଭ ସୁପର ଟପ୍‌-ଅପ୍ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର / କଟକ: ଦେଶର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ ମେଡିକେୟାର ରିଜର୍ଭ ନାମକ ଅଭିନବ…