ଆଜିର ଖାସ ଖବର
Sat. May 30th, 2026

ପର୍ବ ପର୍ବାଣୀରେ ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତି– ମୋଦିକେୟାର୍ କିଚେନ୍ ସାଥୀ

By Admin_Dainkasha Sep17,2025

ଭୁବନେଶ୍ୱର: ଉତ୍ସବ ଋତୁ ନିକଟତର ହେବା ସହିତ ମୋଦିକେୟାର୍ ନିଜର ସୋଲ୍ ସେଫ୍ ସିରିଜ୍ ଅଧୀନରେ ଏକ ସ୍ୱତନ୍ତ୍ର ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକର ଏକ ସଂଗ୍ରହ ଉପସ୍ଥାପନ କରିଛି ଯାହା ଉତ୍ସବ ସମୟରେ ରୋଷେଇକୁ ନିରବିଚ୍ଛିନ୍ନ, ସୁସଜ୍ଜିତ ଏବଂ ମନୋରଞ୍ଜନଧର୍ମୀ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହା କାର୍ଯ୍ୟକାରିତା, ସୌନ୍ଦର୍ଯ୍ୟ ଏବଂ ନବସୃଜନକୁ ମିଶାଇ ରୋଷେଇପ୍ରେମୀମାନଙ୍କୁ ସହଜରେ ଅବିସ୍ମରଣୀୟ ରୋଷେଇ କରିବାରେ ସାହାଯ୍ୟ କରିବ।
ଏହି ଉତ୍ସବ ସଂଗ୍ରହରେ ପାଂଟଟି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ଉତ୍ପାଦ ରହିଛି ଯାହା ରୋଷେଇର ବିଭିନ୍ନ ଆବଶ୍ୟକତା ପୂରଣ କରିବ। ସୋଲ୍ ସେଫ୍ ଆକାସିଆ ଏଜ୍ ୫-ପିସ୍ ଛୁରୀ ସେଟ୍ ସହିତ କାଠର ଷ୍ଟାଣ୍ଡ୍‌ରେ ରହିଛି ସଠିକ୍ ଭାବରେ ତିଆରି ଷ୍ଟେନଲେସ୍ ଷ୍ଟିଲ୍ ବ୍ଲେଡ୍ ଏବଂ ଏର୍ଗୋନୋମିକ୍ ହ୍ୟାଣ୍ଡେଲ୍‌। ଏହି ଛୁରୀ ସେଟ୍ ଫଳ ଓ ମିଷ୍ଟାନ୍ନ ଆଦି ଭଳି ଜଟିଳ କାର୍ଯ୍ୟଗୁଡ଼ିକ ପାଇଁ ଉପୟୁକ୍ତ। ସୁନ୍ଦର ଆକାସିଆ କାଠର ଷ୍ଟାଣ୍ଡ୍ କୌଣସି ରୋଷେଇ ଘର କାଉଂଟରକୁ ଏକ ଆକର୍ଷଣୀୟ ରୂପ ଦେବ। ଏହାର ମୂଲ୍ୟ ୧୭,୫୦୦ ଟଙ୍କା ରହିଛି। ଏହା ସ୍ଥାୟିତ୍ୱ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ପ୍ରତିଶ୍ରୁତି ପ୍ରଦାନ କରୁଛି।
ସୋଲ୍ ଚେଫ୍ ଏୟାରଲାଇଟ୍ ୩-ପିସ୍ ରାଉଣ୍ଡ୍ କ୍ୟାନିଷ୍ଟର୍ ହେଉଛି ସ୍ପଷ୍ଟ, ବାୟୁପ୍ରତିରୋଧୀ ଯାହା ଫଳ ଏବଂ ମିଠାଇ ଭଳି ଉତ୍ସବ ସାମଗ୍ରୀ ସଂରକ୍ଷଣ ପାଇଁ ଉପୟୁକ୍ତ। ଟ୍ୱିଷ୍ଟ-ଲକ୍ କ୍ୟାପଗୁଡ଼ିକ ସତେଜତା ନିଶ୍ଚିତ କରିବା ସହିତ ରୋଷେଇଘରକୁ ଏକ ରଙ୍ଗୀନ ରୂପ ପ୍ରେଦାନ କରିବ। ଏହାର ମୂଲ୍ୟ ୪,୮୯୯ ଟଙ୍କା ରହିଛି। ସେହିପରି, ସୋଲ୍ ସେଫ୍ ସ୍ପ୍ରେ ଆଣ୍ଡ ଡ୍ରିଜଲ୍ ଅଏଲ୍ ଡିସପେନସରକୁ ସିଂଚନ ଏବଂ ଢାଳିବା ଉଭୟ ପାଇଁ ଡିଜାଇନ୍ କରାଯାଇଛି। ଏହି ଡିସପେନସର ଉତ୍ସବ ସମୟ ରୋଷେଇ ଏବଂ ସଜାଇବା ପାଇଁ ଉପଯୁକ୍ତ। ଏହାର ମୂଲ୍ୟ ୨,୭୫୦ ଟଙ୍କା ରହିଛି।
ସୋଲ୍ ସେଫ୍ କମ୍ପାକ୍ଟ୍ ୪-ପିସ୍ ମେଜରିଂ କପ୍‌ଗୁଡ଼ିକୁ ଉତ୍ସବ ସମୟ ରୋଷେଇ ବେଳେ ସଠିକତା ଓ ସୁବିଧା ପ୍ରଦାନ କରିବ। ଏହାର ମୂଲ୍ୟ ୮୪୦ ଟଙ୍କା ରହିଛି। ସ୍ଥାନ ସଂରକ୍ଷଣ କରିବା ସମୟରେ ସଠିକତା ବଜାୟ ରଖିବା ପାଇଁ ଏହା ଉପୟୁକ୍ତ। ସେହିପରି, ସୋଲ୍ ସେଫ୍ ଭ୍ୟାକୁମ୍ ସିଲ୍ ଫୁଡ୍ କଂଟେନର ତାଜାପଣ ବଜାୟ ରଖିବାକୁ ନିର୍ମାଣ କରାଯାଇଛି। ଏହି କଂଟେନରଗୁଡ଼ିକ ଫଳ, ଖାଦ୍ୟ ଏବଂ ମିଠାଇ ସଂରକ୍ଷଣ ପାଇଁ ଉପୟୁକ୍ତ। ଏହା ଇଲେକ୍ଟ୍ରିକ୍ କିମ୍ବା ମ୍ୟାନୁଆଲ୍ ଭ୍ୟାକୁୟୁମ୍ ପମ୍ପ୍ ସହିତ ସୁସଙ୍ଗତ, ଏହା ସୁଗନ୍ଧ ଏବଂ ତାଜାପଣକୁ ବହୁତ ସମୟ ପାଇଁ ସଂରକ୍ଷଣ କରେ । ଏହାର ମୂଲ୍ୟ ୨,୮୪୯ ଟଙ୍କା ରହିଛି।
ସମସ୍ତ ଉତ୍ପାଦ ମେଦିିକେୟାର୍ କନସଲଟାଂଟମାନଙ୍କ ମାଧ୍ୟମରେ ସାରା ଭାରତରେ ଉପଲବ୍ଧ।

Related Post