ଆଜିର ଖାସ ଖବର
Tue. Apr 21st, 2026

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫: ଏକ ଶାନ୍ତ ଓ ଶକ୍ତିପୂର୍ଣ୍ଣ ଦିବସ ପାଇଁ ମୋଦିକେୟାର୍ ଓ ମୋଦିୱେର ଉତ୍ପାଦ

By Admin_Dainkasha Jun20,2025

ଭୁବନେଶ୍ୱର: ଚଳିତ ଯୋଗ ଦିବସରେ ମୌଳିକ ଅଭ୍ୟାସଠାରୁ ଆଗକୁ ବଢ଼ି କିଛି ଗୁରୁତ୍ୱପୂର୍ଣ୍ଣ ବିଷୟ ଗ୍ରହଣ କରନ୍ତୁ ଯାହା ଆପଣଙ୍କ ଶରୀରକୁ ସମୃଦ୍ଧ ଓ ମନକୁ ଶାନ୍ତ ରଖିବ। ଯୋଗ କେବଳ ଏକ ଶୈଳୀ ନୁହେଁ, ଏହା ହେଉଛି ଆପଣ କିଭଳି ନିଜର ଯତ୍ନ ରଖୁଛନ୍ତି ତାହାର ପଦ୍ଧତି। ଯୋଗ ପୂର୍ବରୁ ଓ ପରବର୍ତୀ ସମୟ ପାଇଁ ଏଠାରେ ମୋଦିକେୟାର୍ ଓ ମୋଦିୱେର କେତେକ ଉତ୍ପାଦ ସମ୍ପର୍କରେ ଆଲୋଚନା କରାଯାଇଛି ଯାହା ଆପଣଙ୍କୁ ଭିତରୁ ଓ ବାହାରୁ ଶକ୍ତିଶାଳୀ ଅନୁଭବ ପ୍ରଦାନ କରିବା ଲାଗି ପ୍ରସ୍ତୁତ କରାଯାଇଛି। ଆପଣ ନିୟମିତ ଯୋଗଭ୍ୟାସ କରନ୍ତୁ କିମ୍ବା ଯୋଗ ଆରମ୍ଭ କରୁଥାନ୍ତୁ, ଏହି ୱେଲନେସ୍ ଉତ୍ପାଦଗୁଡ଼ିକ ଆପଣଙ୍କୁ ସନ୍ତୁଳିତ, ଶାନ୍ତ ଓ ନୂତନ ଶକ୍ତି ପ୍ରଦାନ କରିବାରେ ସହାୟକ ହେବ।
ଯୋଗ ପୂର୍ବରୁ ଆପଣମାନେ ସେପ୍‌ସିଫ୍ଟ ଫ୍ୟାଟ୍ ବର୍ଣ୍ଣର୍ ପ୍ରିମିକ୍ସକୁ ବ୍ୟବହାର କରିପାରିବେ। ଶରୀରରୁ ମେଦ ଦୂର କରିବା ଲାଗି ଏହାକୁ ପ୍ରସ୍ତୁତ କରାଯାଇଛି।ଏହାର ୬୦ ଗ୍ରାମ ପ୍ୟାକ୍‌ର ଦାମ୍ ୧୫୦୦ ଟଙ୍କା ରହିଛି। ଲେମ୍ବୁ ସ୍ୱାଦରେ ଆସିଥିବା ଏହି ଉତ୍ପାଦରେ ଚା’ର ମିଶ୍ରଣ ରହିଛି। ସେହିପରି ଅନ୍ୟତମ ପ୍ରାକ୍ ଯୋଗ ଉତ୍ପାଦ ହେଉଛି ପୁରୁଷ ଓ ମହିଳାଙ୍କ ପାଇଁ ମୋଦିକେୟାର୍‌ର ୱେଲ୍ ମଲ୍‌ଟିଭିଟାମିନ୍ ମଲ୍‌ଟିମିନେରାଲ୍‌। ଲିଙ୍ଗଗତ ଆବଶ୍ୟକତାକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି। ଏଥିରେ ଜଡ଼ିବୁଟି ଉପାଦାନ, ଆମିନୋ ଏସିଡ୍‌, ଜୀବାଣୁନାଶକ ଭଳି ୨୫ ଅତ୍ୟାବଶ୍ୟକୀୟ ଜଡ଼ିବୁଟି ରହିଛି ଯାହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ, ଚାପ କମ୍ କରିବା ଏବଂ ସାମଗ୍ରିକ କଲ୍ୟାଣକୁ ବଢ଼ାଇବ। ଏଥିରେ ସତାୱର, ଅଶୋକା, ତୁଳସୀ ଓ ହଳଦୀ ଆଦି ରହିଛି। ଏହାର ଦାମ୍ ୯୯୯ ଟଙ୍କା ରଖାଯାଇଛି।
ଯୋଗ ପରବର୍ତୀ ସମୟ ପାଇଁ ରହିଛି ସେପ୍‌ସିଫ୍ଟ ପ୍ଲାଂଟ୍ ବେସ୍‌ଡ ପ୍ରୋଟିନ୍ ପାଉଡର। ସୁଗାର ଓ କୋଲେଷ୍ଠ୍ରଲ ବିନା ଏହାକୁ ସୋୟା, ଗହମ, ପି ପ୍ରୋଟିନ୍‌ରୁ ପ୍ରସ୍ତୁତ କରାଯାଇଛି। ଏହାର ୩୬୦ ଗ୍ରାମ ପ୍ୟାକ୍‌ର ଦାମ୍ ୩୨୦୦ ଟଙ୍କା ରହିଛି। ମାଂଶପେଶୀକୁ ଦୃଢ଼ କରିବା, ଶକ୍ତି ପ୍ରଦାନ କରିବା ଏବଂ ୱେଲନେସ୍ ବଢ଼ାଇବା ଲାଗି ଏଥିରେ ଉଚ୍ଚ ମାନର ପ୍ଲାଂଟ୍ ପ୍ରୋଟିନ୍ ରହିଛି। ଏହାକୁ ଆପଣ ନିଜ ସେକ୍‌ରେ ମିଶାଇ କିମ୍ବା ଭୋଜନରେ ବ୍ୟବହାର କରିପାରିବେ। ଅନ୍ୟ ଏକ ଉତ୍ପାଦ ହେଉଛି ୱେଲ୍ କ୍ୟାଲସିୟମ୍ କମ୍ପେ୍ଲକ୍ସ ଯାହାର ଦାମ୍ ହେଉଛି ୫୨୦ ଟଙ୍କା। ଏଥିରେ କ୍ୟାଲସିୟମ୍ ସହିତ ଭିଟାମିନ୍ ଡି, ମ୍ୟାଗ୍ନେସିୟମ, ଭିଟାମିନ କେ୨-୭ ଓ ଜିଙ୍କ ରହିଛି ଯାହା ହାଡ଼, ମାଂସପେଶୀ, ସ୍ନାୟୁକୁ ଦୃଢ଼ କରି ଆପଣଙ୍କୁ ସତେଜ ରଖିବ ଓ ବିଶ୍ୱାସଭରା ରଖିବ।
ସୁସ୍ଥକର ଗଣ୍ଠି, ଗମନାଗମନରେ ସହାୟକ ହେବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ରହିଛି ୱେଲ୍ ଗ୍ଲୋକୋସାମାଇନ୍ ଯାହାର ଦାମ୍ ୧୫୪୮ ଟଙ୍କା ରହିଛି। ଏଥିରେ ବୋସୱେଲିଆ ନାମକ ଜଡ଼ିବୁଟି, କରକୁମିନ ସି୩ କମ୍ପେ୍ଲକ୍ସ ଓ ପେଟେଂଟ ହୋଇଥିବା ହଳଦୀ ଉପାଦାନ ରହିଛି।
ଏହି ସମସ୍ତ ଉତ୍ପାଦ ସାରା ଦେଶରେ ମୋଦିକେୟାର କନସଲଟାଂଟ୍ ଜରିଆରେ ବିକ୍ରି ପାଇଁ ଉପଲବ୍ଧ ରହିଛି।

Related Post