ଚେତକ ସ୍କ୍ରିନ୍ ଆୱାର୍ଡସ୍ର ମୁଖ୍ୟ ସମାରୋହ ଏପ୍ରିଲ୍ ୫ରେ: ୨୪ ମନୋନୟନ ସହ ଧୂରନ୍ଧର ଆଗରେ, ସେୟାରା ଓ ହୋମବାଉଣ୍ଡ ବି ଏକାଧିକ ବର୍ଗରେ ମନୋନୀତ
ଭୁବନେଶ୍ୱର: ଇଣ୍ଡିଆନ ଏକ୍ସପ୍ରେସ୍ ଗ୍ରୁପ୍ର ସ୍କ୍ରିନ ଏକାଡେମି ପକ୍ଷରୁ ଆସନ୍ତା ଏପ୍ରିଲ୍ ୫ରେ ଅନୁଷ୍ଠିତ ହେବାକୁ ଥିବା ଚେତକ ସ୍କ୍ରିନ ଆୱାର୍ଡସ୍ର ୩୧ଟି ବର୍ଗରେ…

