ଆଜିର ଖାସ ଖବର
Sat. May 30th, 2026

କର୍ପୋରେଟ ଗଭରନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ଥରରେ ଟିପିସିଓଡିଏଲ୍ ପୁରସ୍କୃତ

By Admin_Dainkasha Feb19,2025

ଦିଲ୍ଲୀରେ ଆୟୋଜିତ କର୍ପୋରେଟ ଗଭରନାନ୍ସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜାତୀୟ ସ୍ଥରରେ ଟିପିସିଓଡିଏଲ୍ ପୁରସ୍କୃତ ।
୧୦୦ ତମ ସ୍କଚ୍ ସମିଟ ୨୦୨୪ ରେ ବୋର୍ଡ କମ୍ପୋଜିସନ୍ ଆଣ୍ଡ ଡିସକ୍ଲୋଜର ସମ୍ବନ୍ଧୀୟ କର୍ପୋରେଟ ଗଭରନାନ୍ସ ପ୍ରକଳ୍ପ ପାଇଁ ରୌପ୍ୟ ପୁରସ୍କାର ପ୍ରାପ୍ତ କରିଛି।
ଟିପିସିଓଡିଏଲ୍ ପାରଦର୍ଶିତା, ଦାୟିତ୍ୱବୋଧତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ରକ୍ଷା କରି ଯୋଜନାବଦ୍ଧ କାର୍ଯ୍ୟ ପ୍ରଣାଳୀ, ନୀତି ନିର୍ଦ୍ଧାରଣ, ବିପଦ ପରିଚାଳନା, ଆଭ୍ୟନ୍ତରୀଣ ନିୟନ୍ତ୍ରଣ ଏବଂ ବୈଧାନିକ ଅନୁସାରିତା ଉପରେ ଗୁରୁତ୍ୱ ଦେଇଥାଏ।
ସୂଚନା ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ଉପଯୋଗ କରି ଲୋକଙ୍କୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରତିବଦ୍ଧ ଟିପିସିଓଡିଏଲ୍ କର୍ପୋରେଟ ଗଭରନାନ୍ସ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରି ଗୌରବ ହାସଲ କରିଛି।

Related Post