ଆଜିର ଖାସ ଖବର
Sat. May 30th, 2026

ଫ୍ରାକ୍ଟାଲ ଆନାଲିଟିକ୍ସ ପକ୍ଷରୁ ୪୯୦୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟେର ଡିଆର୍‌ଏଚ୍‌ପି ଦାଖଲ

By Admin_Dainkasha Aug13,2025

ଭୁବେନଶ୍ୱର: ଏଂଟରପ୍ରାଇଜ୍ ଏଆଇ କମ୍ପାନି ଫ୍ରାକ୍ଟାଲ୍ ଆନାଲିଟିକ୍ସ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟେର ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି।
ଇନିସିଆଲ ପବ୍ଲିକ୍ ଅଫରିେଂର କମ୍ପାନି ୧୨୭୯.୩ କୋଟି ଟଙ୍କାର ନୂଆ ଇକ୍ୱିଟି ସେୟାର ଜାରି କରାଯିବ ଏବଂ ଅଫର ଫର୍ ସେଲ୍ ରେ ୩୬୨୦.୭ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ଅଂଶଧନକାରୀମୋନ ବିକ୍ରି କରେିବ। ଅଫର୍ ଫର୍ ସେଲ୍ ରେ କ୍ୱିନାଗ ବିଡକୋ ଲିମେିଟଡ୍ ପକ୍ଷରୁ ୧୪୨୬.୬ କୋଟି ଟଙ୍କା ପର୍ଯ୍ୟନ୍ତ, ଟିପିଜି ଫେଟ୍ ହୋଲ୍‌ଡିଂସ୍ ପିଟିଇ ଲିମେିଟଡ୍ ୧୯୯୯.୬ କୋଟି ଟଙ୍କା ପର୍ଯ୍ୟନ୍ତ, ସତ୍ୟ କୁମାରୀ ରେମାଲା ଓ ରାଓ ଭେଙ୍କେଟଶ୍ୱର ରେମାଲାଙ୍କ ଦ୍ୱାରା ୨୯.୫ କୋଟି ଟଙ୍କା ପର୍ଯ୍ୟନ୍ତ ଏବଂ ଜିଏଲ୍‌ଏମ୍ ଫାମିଲି ଟ୍ରଷ୍ଟ ଦ୍ୱାରା ୧୨୯ କୋଟି ଟଙ୍କା ପର୍ଯ୍ୟନ୍ତର ଇକ୍ୱିଟି ସେୟାର ବିକ୍ରି କରାଯିବ।
ବୁକ୍ ବିଲ୍‌ଡିଂ ପ୍ରକ୍ରିୟୋର ଅନୁସୋର ନେଟ୍ ଅଫର୍‌ର ୭୫ ପ୍ରତିଶତ ଇକ୍ୱିଟି ସେୟାରକୁ କ୍ୟୁଆଇବି, ୧୫ ପ୍ରତିଶତ ଅଣ ସଂସ୍ଥାଗତ ନେିବଶକ ଓ ୧୦ ପ୍ରତିଶତ ଖୁଚୁରା ବ୍ୟକ୍ତିଗତ ନେିବଶକମାନଙ୍କୁ ପ୍ରଦାନ କରିବାକୁ ଯୋଜନା ରହିଛି। ଯୋଗ୍ୟ କମର୍ଚାରୀମାନଙ୍କ ପାଇଁ ୫ ପ୍ରତିଶତ ଇକ୍ୱିଟି ସେୟାରକୁ ସଂରକ୍ଷିତ ରଖାଯିବ। କମ୍ପାନି ପକ୍ଷରୁ ୨୫୫.୮ କୋଟି ଟଙ୍କାର ଇକ୍ୱିଟି ସେୟାରକୁ ପ୍ରି-ଆଇପିଓ ପ୍ଲେସମେନ୍ଟ କରାଯିବ। ଏହି ପ୍ଲେସମେନ୍ଟ ସଫଳ ହେଲେ ସେହି ଅନୁସୋର ଆଇପିଓ ପରିମାଣ ହ୍ରାସ ପାଇବ।
୨୦୦୦ ମସିହୋର ଶ୍ରୀକାନ୍ତ ଭୋମାକାନି ଓ ପ୍ରଣୟ ଅଗ୍ରୱାଲଙ୍କ ଦ୍ୱାରା କମ୍ପାନିକୁ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ଟିପିଜି, ଆପାକ୍ସ, ଗଜ ଭଳି ପ୍ରମୁଖ ନେିବଶକଙ୍କ ସମଥର୍ନ ରହିଛି। ଏହା ହେଉଛି ସମ୍ପୂର୍ଣ୍ଣ ଡାଟା ଓ ଆଟିର୍ଫିସିଆଲ ଇେଂଟଲେିଜନ୍ସ କମ୍ପାନି ଯାହାର କଂଜୁୃମର ପ୍ୟୋକଜଡ୍ ଗୁଡ୍ ଓ ରେିଟଲ୍‌, ପ୍ରଯୁକ୍ତି, ଗଣମାଧ୍ୟମ ଓ ଟେଲିକମ୍‌, ସ୍ୱାସ୍େଥ୍ୟସବା ଓ ଲାଇନ୍ ସାଇନ୍ସ, ବ୍ୟାଙ୍କିଙ୍ଗ, ଆଥିର୍କ ସେବା ଓ ବୀମା କ୍ଷେତ୍ରେର ବେିଶଷତା ରହିଛି।
କମ୍ପାନି ପାଖେର ୧୧୩ କ୍ଲାଏଂଟ୍ ରହିଛନ୍ତି, ଯେଉଁମାନଙ୍କ ଭିତେର ଅୋମରିକା ଇନସ୍ୟୁରାନ୍ସ, ସି୩ ଏଆଇ, ସିଟିବ୍ୟାଙ୍କ, କଷ୍ଟେକା, ଫ୍ରାଙ୍କଲିନ ଟେମ୍ପଲଟନ, ମାର୍ସ ମେଣ୍ଡୋଲେଜ, ନେସଲେ, ଫିଲିପ୍ସ ଭଳି ସଂସ୍ଥା ରହିଛନ୍ତି। ଭାରତେର ଏହା ପାଇଁ ୪୬୦୦ କମର୍ଚାରୀ କାମ କରୁଥିବା ବେଳେ ମୋଟ କମ୍ପାନି ୫୦୦୦ରୁ ଅଧିକ ରହିଛି।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟୋନଜର ହେଉଛନ୍ତି କୋଟ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନି ଲିମେିଟଡ୍‌, ମୋର୍ଗାନ୍ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନି ପ୍ରାେଇଭଟ୍ ଲିମେିଟଡ୍‌, ଆକ୍ସିସ୍ କ୍ୟାପିଟାଲ୍ ଲିମେିଟଡ୍ ଓ ଗୋଲ୍ଡମ୍ୟାନ୍ ସଚ୍‌ସ (ଇଣ୍ଡିଆ) ସିକ୍ୟୁରିଟିଜ୍ ପ୍ରାେଇଭଟ୍ ଲିମେିଟଡ୍‌।

Related Post