ଆଜିର ଖାସ ଖବର
Sat. Sep 12th, 2026
TPSODL Celebrates Innovation Day 2025 with a Spirit of Creativity and Progress

ସୃଜନଶୀଳତା ଓ ପ୍ରଗତିର ଭାବନା ନେଇ ନବସୃଜନ ଦିବସ-୨୦୨୫ ପାଳନ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର, ଏପ୍ରିଲ: ସୃଜନଶୀଳତା, ସହଯୋଗ ଓ ନିରନ୍ତର ଉଦ୍ଭାବନର ସଂସ୍କୃତିକୁ ପ୍ରୋତ୍ସାହିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରସ୍ଥିତ ନିଜର…

ପ୍ରେଷ୍ଟିଜ୍ ହୋଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଉଭୟ ବ୍ୟବସାୟ ଓ ଚିତବିନୋଦନ କ୍ଷେତ୍ରର ଅଗ୍ରଣୀ ଆତିଥେୟତା କମ୍ପାନି ପ୍ରେଷ୍ଟିଜ୍ ହୋଟେଲ୍ ଭେଂଚର୍ସ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ…

ଆକ୍ସିସ ବ୍ୟାଙ୍କ ପକ୍ଷରୁ ଟିକସ ପରବର୍ତୀ ଲାଭ ୧୩% ବୃଦ୍ଧି ପାଇ ୭,୧୧୭ କୋଟି ଟଙ୍କା ହୋଇଛି

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ-ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୪-୨୫ ଆର୍ôଥକ ବର୍ଷର ଫଳାଫଳ ଘୋଷଣା କରାଯାଇଛି। ଏହି ବର୍ଷ ବ୍ୟାଙ୍କର ବାର୍ଷିକ…

ପୃଥିବୀ ଦିବସରେ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ୨୦୫୭ ସୁଦ୍ଧା ନେଟ୍ ଜିରୋ ଲକ୍ଷ୍ୟ ହାସଲ ନେଇ ପ୍ରତିବଦ୍ଧତା; ଇଏସ୍‌ଜି ନୀତି ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ-ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ପୃଥିବୀ ଦିବସ ୨୦୨୫ ପାଳନ ଅବସରରେ ଏହାର ପରିବେଶ, ସାମାଜିକ ଓ…

ପରିବାର ସ୍ୱାସ୍ଥ୍ୟ ପ୍ରତି ବିପଦ ସହ ମଶା ସମସ୍ୟାକୁ ଯୋଡ଼ିଛନ୍ତି ୮୭% ଭାରତୀୟ: ଗୁଡ୍‌ନାଇଟ୍ ସର୍ଭେ

ଭୁବନେଶ୍ୱର: ୮୭ ପ୍ରତିଶତ ଭାରତୀୟ ଭାବୁଛନ୍ତିରେ ନିଦ୍ରାରେ ବିଭ୍ରାଟ, ବିଶେଷ କରି ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣକୁ ସିଧାସଳଖ ଭାବେ ପ୍ରଭାବିତ କରଛି।…

‘ଅନ୍ତରଙ୍ଗ ପରିବାର’ ପକ୍ଷରୁ ବରିଷ୍ଠ ସାମ୍ବାଦିକ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ତଥା ‘ସମ୍ବାଦ କଳିକା’ର ଦିବଙ୍ଗତ ବାର୍ତ୍ତା ସମ୍ପାଦକ ଏସ୍.ଏ. କଲିମଙ୍କ ବିଦାୟର ଦଶମ ଦିବସରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ‘ଅନ୍ତରଙ୍ଗ…

Samriddhi Utsav

ସମୃଦ୍ଧି ଉତ୍ସବ – ଓଡ଼ିଶା ର ହସ୍ତଶିଳ୍ପୀ କାରିଗର ଙ୍କ ସାମଗ୍ରିକ ବିକାଶ କର୍ମଶାଳା ଉଦଯାପିତ ..

ଭୁବନେଶ୍ୱର : ଓଡ଼ିଶା ହସ୍ତଶିଳ୍ପର ଭୂମି ଓ ସାଂସ୍କୃତିକ ଐତିହ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ I ଓଡ଼ିଶାରେ ପ୍ରାୟ ଏକ ଲକ୍ଷ ଷାଠିଏ ହଜାର…

ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଅଟିଜିମ୍ ସଚେତନତା ପାଇଁ ଚିତ୍ରାଙ୍କନ କର୍ମଶାଳା ଆୟୋଜିତ

ବୁର୍ଲା: ଅଟିଜିମ୍ ସଚେତନତା ମାସର ଅଂଶ ଭାବେ ତଥା ଟାଟା ପାୱାରର ଫ୍ଲାଗସିପ୍ ପ୍ରୋଗ୍ରାମ୍ “ପେ’ ଅଟେନସନ୍” ଅଧୀନରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍…

ପାର୍କ ମେଦି ୱାର୍ଲଡ୍ ପକ୍ଷରୁ ୧୨୬୦ କୋଟି ଟଙ୍କାର ଆଇପିଓ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପାର୍କ ବ୍ରାଣ୍ଡ୍ ଅଧୀନରେ ୧୩ ଏନଏବିଏଚ୍ ମାନ୍ୟତାପ୍ରାପ୍ତ ମଲ୍ଟି-ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ର ନେଟ୍‌ୱର୍କ ପରିଚାଳନା କରୁଥିବା ପାର୍କ ମେଦି ୱାର୍ଲଡ୍ ଲିମିଟେଡ୍ ପକ୍ଷରୁ…