ଆଜିର ଖାସ ଖବର
Mon. Oct 26th, 2026

ରେନୋ ପକ୍ଷରୁ ଆଗାମୀ ସାଧାରଣତନ୍ତ୍ର ଦିବସରେ ଆଇକନିକ୍ ଡଷ୍ଟର୍‌ର ପ୍ରତ୍ୟାବର୍ତନ ଘୋଷଣା

ଭୁବନେଶ୍ୱର: ଫ୍ରାନ୍ସର କାର୍ ନିର୍ମାତା ରେନୋ ଗ୍ରୁପ୍‌ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ରେନୋ ଇଣ୍ଡିଆ ପକ୍ଷରୁ ବହୁ ପ୍ରତିକ୍ଷୀତ ନୂଆ ଏସ୍‌ୟୁଭି ଡଷ୍ଟର୍‌ର ପ୍ରତ୍ୟାବର୍ତନ…

ସତର୍କତା ସଚେତନତା ସପ୍ତାହ ୨୦୨୫: ଇରେଡା ସିଏମ୍‌ଡିଙ୍କ ପକ୍ଷରୁ କର୍ମଚାରୀମାନଙ୍କୁ ସଚ୍ଚୋଟତାର ଶପଥ ପାଠ

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ସତର୍କତା ସଚେତନତା ସପ୍ତାହ ୨୦୨୫କୁ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ କମ୍ପାନିର…

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ହ୍ୱାଇଟ୍ ଗୁଡ୍‌ସ ଶିଳ୍ପକୁ ପ୍ରିମିୟମ୍ କୋଟେଡ୍ ଇସ୍ପାତ ଯୋଗାଣ ଆରମ୍ଭ

ଭୁବନେଶ୍ୱର: ବିସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା କଲର କୋଟେଡ୍ ଉତ୍ପାଦ ପାଇଁ ଅତିରିକ୍ତ…

ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଆକ୍ସିସ ଇନକମ ପ୍ଲସ ଆଭ୍ରିଟ୍ରେଜ ପାସିଭ ଏଫଓଏଫର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସମ୍ପତ୍ତି ପରିଚାଳନା କମ୍ପାନି ଆକ୍ସିସ ମ୍ୟୁଚୁଆଲ ଫଣ୍ଡ ପକ୍ଷରୁ ଏକ ଅଭିନବ ଓପନ ଏଣ୍ଡେଡ ସ୍କିମ ଆକ୍ସିସ ଇନକମ ପ୍ଲାସ…

ବାତ୍ୟା ‘’ମୋନ୍ଥା’’ର ମୁକାବିଲା ପାଇଁ ପ୍ରସ୍ତୁତ ଟିପିଡବ୍ଲୁଓଡିଏଲ୍: ବିଦ୍ୟୁତ୍ ସେବା ପୁନରୁଦ୍ଧାର ଲାଗି ଦଳ ମୁତୟନ ଏବଂ ପର୍ଯ୍ୟାପ୍ତ ପରିମାଣରେ ବୈଦ୍ୟୁତିକ ସାମଗ୍ରୀ ମହଜୁଦ, ଭାବନୀପାଟଣାଠାରେ ନିୟନ୍ତ୍ରଣ କକ୍ଷ ସ୍ଥାପନ

ବୁର୍ଲା: ସମ୍ଭାବ୍ୟ ବାତ୍ୟା ‘’ମୋନ୍ଥା’’ ସମୟରେ ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍…

ଭାରି ବର୍ଷା ସମୟରେ ସୁରକ୍ଷିତ ରହିବାକୁ ଗ୍ରାହକମାନଙ୍କୁ ଟିପିସିଓଡିଏଲ୍‌ର ଅନୁରୋଧ

ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ମୋନ୍ଥା’ କାରଣରୁ ଓଡିଶାର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ହେବାର ପୂର୍ବନୁମାନ କରିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ବାଲେଶ୍ବର, ୨୭।୧୦: ଟିପିଏନଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଛି। ବାଲେଶ୍ଵର ସ୍ଥିତ ଟିପିଏନଓଡିଏଲର କର୍ପୋରେଟ କାର୍ଯ୍ୟଳୟରେ ଏହି ସଚେତନତା କାର୍ଯ୍ୟକ୍ରମ…

ଏନବିବିଏଲର ଭାରତ କନେକ୍ଟ ଫର ବିଜନେସ ସହ ଯୋଡ଼ିହେଲା ଟାଲି ସଲ୍ୟୁସନ୍ସ

ଭୁବନେଶ୍ୱର: ବ୍ୟବସାୟ ପରିଚାଳନା ସଫ୍ଟୱେରର ଅଗ୍ରଣୀ ସଂସ୍ଥା ଟାଲି ସଲ୍ୟୁସନ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ଟାଲିପ୍ରାଇମ ଏନପିସିଆଇ ଭାରତ ବିଲପେ ଲିମିଟେଡ…

ଏଆଇଏଫଏଫର ସୁପର କପ୍ ପୂର୍ବରୁ ବିସି ଜିନ୍ଦଲ ଗ୍ରୁପ ପକ୍ଷରୁ “ସ୍ପୋର୍ଟିଂ କ୍ଲବ୍ ଦିଲ୍ଲୀ” ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ବ୍ୟବସାୟିକ ସଂସ୍ଥା, ବିସି ଜିନ୍ଦଲ ଗ୍ରୁପର ଅଧୀନରେ ଜିନ୍ଦଲ ଫୁଟବଲ୍ ପ୍ରାଇଭେଟ୍ ଲିମିଟେଡ୍‌, ଏହାର ନୂତନ ଦଳ, “ସ୍ପୋର୍ଟିଂ କ୍ଲବ୍…

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ୧୦.୭% ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ ଶିଳ୍ପଠାରୁ…