ଆଜିର ଖାସ ଖବର
Tue. Oct 27th, 2026

ମିଶୋ ପକ୍ଷରୁ ସେବି ନିକଟରେ ଅପ୍‌ଡେଟେଡ୍ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ମିଶୋ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍‌ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆରଏଚପି)…

ସରଳ ଓ ସହଜ ହେଉଛି ବିଦ୍ୟୁତ୍ ସେବା ସମ୍ପର୍କିତ ସହାୟତା

ବାଲେଶ୍ଵର, 15/10: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା କ୍ଷେତ୍ରରେ ସର୍ବଦା ଗୁରୁତ୍ଵ ଦେଉଥିବା ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ) ସେବା ବିତରଣ…

ବଲାଙ୍ଗିର ଜିଲ୍ଲାର ମହିମୁଣ୍ଡା ଗ୍ରାମରେ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଥମ ‘ଉଲା ମଡେଲ-ରୁପଟପ୍ ସୋଲାର ପ୍ୟାନେଲ୍’ ସ୍ଥାପନ

ବଲାଙ୍ଗିର, ୧୮ ଅକ୍ଟୋବର ୨୦୨୫: ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରଚଳିତ ଉଲା ମଡେଲ୍ ଅଧିନରେ ପ୍ରଥମ…

ଦୀପାବଳିରେ ଓଡ଼ିଶାକୁ ଆଲୋକିତ ରଖୁଛନ୍ତି ୧୫ ହଜାରରୁ ଅଧିକ ବିଦ୍ୟୁତ୍ କର୍ମଚାରୀ

ଦୀପାବଳିର ଆଲୋକରେ ଯେତେବେଳେ ସାରା ଓଡ଼ିଶା ଆଲୋକିତ ହେଉଛି, ସେତେବେଳେ ଟାଟା ପାୱର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡିକର ୧୫୦୦୦ ରୁ ଅଧିକ ଗ୍ରାଉଣ୍ଡ…

ଏକ ନିରାପଦ ଏବଂ ଉଜ୍ଜ୍ୱଳ ଦୀପାବଳି ପାଳନ ପାଇଁ ବୈଦ୍ୟୁତିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ର ପରାମର୍ଶ

ଭୁବନେଶ୍ୱର, ୧୮ ଅକ୍ଟୋବର, ୨୦୨୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କର ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌),…

ଟାଟା ଷ୍ଟିଲକୁ ପ୍ରକ୍ରିୟା ସୁରକ୍ଷା ପରିଚାଳନା ପାଇଁ ୱାର୍ଲଡଷ୍ଟିଲ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ସମ୍ମାନ-୨୦୨୫

ଭୁବନେଶ୍ୱର, ୧୬/୧୦/୧୦୨୫: ୱାର୍ଲଡ ଷ୍ଟିଲ ଆସୋସିଏସନ (ୱାର୍ଲଡଷ୍ଟିଲ) ପକ୍ଷରୁ ଟାଟା ଷ୍ଟିଲକୁ ପ୍ରକ୍ରିୟା ସୁରକ୍ଷା ପରିଚାଳନା ବର୍ଗରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ଉତ୍କର୍ଷ ମାନ୍ୟତା-୨୦୨୫…

ଅଳ୍ପ କିଛି ମିନିଟରେ ପାଳନ୍ତୁ ଦୀପାବଳି: କ୍ୱିକ କମର୍ସ ଉପହାର

ଭୁବନେଶ୍ବର: ଘର ସଫା କରିବାଠାରୁ ଆରମ୍ଭ କରି ସମାବେଶ ଆୟୋଜନ ଓ ପରିବାରକୁ ଆତିଥ୍ୟ ପ୍ରଦାନ କରିବା ପର୍ଯ୍ୟନ୍ତ ଦୀପାବଳି ପୂର୍ବରୁ ଦିନଗୁଡ଼ିକ ପ୍ରାୟତଃ…

ଉତ୍ସବ ଋତୁରେ ଡିଜିଟାଲ୍ ପେମେଂଟ୍‌ର ସୁରକ୍ଷା ପାଇଁ ଏନ୍‌ପିସିଆଇର ୫ ପ୍ରମୁଖ ସୁରକ୍ଷା ଟିପ୍‌ସ

ଭୁବନେଶ୍ୱର: ଉତ୍ସବ ହେଉଛି ପର୍ବ ପାଳିବା, ଉପହାର ଦେବା ଏବଂ ଅଧିକ ସପିଂ କରିବାର ସମୟ। ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ଚ୍ୟାନେଲ୍‌ରେ ଆକର୍ଷଣୀୟ…

ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନଏଜ କ୍ୟାନସେଲିଂ ସୁବିଧା ଥିବା ପରବର୍ତୀ ପିଢ଼ିର ଚିପ ଓ ଇଂଟେଲିଜେଂଟ ଆଲଗୋରିଦମ ବିଶିଷ୍ଟ ଓୟାରଲେସ ହେଡଫୋନ ଡବ୍ଲ୍ୟୁଏଚ-୧୦୦୦ଏକ୍ସଏମ୬କୁ…

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ସମ୍ମାନିତ ହେଲା ଟିପିସିଓଡିଲ୍

ଭୁବନେଶ୍ବର: ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାରେ ଭରସାଯୋଗ୍ୟ ଓ ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ କରି ଟିପିସିଓଡିଲ୍ ସମ୍ମାନିତ। ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ।…