ଜାତୀୟ କ୍ରୀଡ଼ା ଦିବସ ଅବସରରେ : ତୃଣମୂଳରୁ ବିଜୟ ମଞ୍ଚ: କ୍ରୀଡ଼ା ପ୍ରତିଭାଙ୍କୁ ଟିପିଏସ୍ଓଡିଏଲ୍ର ପ୍ରୋତ୍ସାହନ
• ଟିପିଏସ୍ଓଡିଏଲ୍ର ସହାୟତାପ୍ରାପ୍ତ କ୍ରୀଡ଼ାବିତ୍ମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପଦକ ଜିତିଛନ୍ତି; ୪ ଜଣ ୨୦୨୬ ଦିଲ୍ଲୀ ଷ୍ଟେଟ୍ ଓପନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ ପାଇଁ ଯୋଗ୍ୟତା…










