ଆଜିର ଖାସ ଖବର
Fri. Sep 11th, 2026

ଆଦାନୀ ଗ୍ରୁପ୍ ପକ୍ଷରୁ ବେନ୍ଦ ଭାରତମ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅଧୀନେର ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବଦ୍ଧର୍ନ ସିଂହେଦଓଙ୍କୁ ସାକ୍ଷାତ; ମେମେଂଟା ଓ ପତ୍ର ସହିତ କାର୍ଯ୍ୟକ୍ରମ କିଟ୍ ପ୍ରଦାନ

ଭୁବେନଶ୍ୱର: ଆଦାନୀ ଗ୍ରୁପ୍‌ର ତୃଣମୂଳ ନବସୃଜନ କାର୍ଯ୍ୟକ୍ରମ ବେନ୍ଦ ଭାରତମ୍ ଚଳିତ ସପ୍ତାହେର ଓଡ଼ିଶା ଗସ୍ତ ସହିତ ଏହାର ବିଭିନ୍ନ ରାଜ୍ୟେର ଆଉଟ୍‌ରିଚ୍ କାର୍ଯ୍ୟକ୍ରମକୁ…

ବିଜିୟୁ ପକ୍ଷରୁ ଗଣମାଧ୍ୟମ ବିଭାଗର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ

• ବାର୍ଷିକ ପତ୍ରିକା ‘କ୍ୟାନଭାସ’ ର ୩ୟ ସଂସ୍କରଣ ଉନ୍ମୋଚିତ। ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ)…

ରୁଫଟପ୍ ସୋଲାର ସଚେତନତାକୁ ପ୍ରତ୍ୟେକ ଘର ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ଖୋର୍ଦ୍ଧାରେ ପହଞ୍ଚିଲା ସୋଲାର ରଥ ଅଭିଯାନ

ଭୁବନେଶ୍ୱର, ଅଗଷ୍ଟ ୦୪, ୨୦୨୬: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍),…

ରୁଫଟପ୍ ସୋଲାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ କଟକରେ ‘ସୋଲାର ରଥ’ ର ଶୁଭାରମ୍ଭ

ଅଗଷ୍ଟ ୦୫, ୨୦୨୬: ସ୍ୱଚ୍ଛ ଏବଂ ଦୀର୍ଘସ୍ଥାୟୀ ଶକ୍ତିର ପ୍ରସାର ପାଇଁ ନିଜର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରି, ଟାଟା ପାୱାର ଏବଂ ଓଡ଼ିଶା…

ସେହତ: ସୁସ୍ଥକର ଗ୍ରାମ ପାଇଁ ଶ୍ୟାମ ମେଟାଲିକ୍ସ ଫାଉଣ୍ଡେସନର ମିସନ

ଭୁବନେଶ୍ୱର: ସାରା ଭାରତରେ ଅନେକ ଗ୍ରାମୀଣ ସମୁଦାୟ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବା ଏବେବି ସ୍ୱପ୍ନ ହୋଇରହିଛି। ଉତ୍ତମ ସ୍ୱାସ୍ଥ୍ୟ କେବଳ ମେଡିକାଲ…

ଯୁବ ହକି-୫ଏସ୍ ଏସିଆନ ଚାମ୍ପିୟନ୍‌‌ସିପ୍‌: ଏଚ୍‌ଏଏଫ୍‌ର ଦୁଇ ମେମ୍ବରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ

ଭୁବନେଶ୍ୱର, ୦୩/୦୮/୨୦୨୬- ଓମାନର ମସ୍କଟ୍‌‌ଠାରେ ନିକଟରେ ଶେଷ ହୋଇଥିବା ପୁରୁଷ ଯୁବ ହକି-୫ଏସ୍ ଏସୀୟ ଚାମ୍ପିୟନ୍‌‌ସିପ୍‌‌ରେ ପାକିସ୍ତାନକୁ ହରାଇ ଭାରତ ଚାମ୍ପିୟନ ହୋଇଛି। ଏହି…

ବିଜିୟୁ ପକ୍ଷରୁ ଆଇନ ବିଦ୍ୟାର୍ଥୀଙ୍କ ନୂତନ ଶିକ୍ଷାବର୍ଷ ପାଇଁ ଶିକ୍ଷାରମ୍ଭ ଉତ୍ସବ

ବିବିଏ ଏଲ୍‌ଏଲ୍‌.ବି. (ଅନର୍ସ) ୨୦୨୬–୩୧ ଏବଂ ଏଲ୍‌ଏଲ୍‌.ଏମ୍‌. ୨୦୨୬–୨୭ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ଯାତ୍ରା ଆରମ୍ଭ ଭୁବନେଶ୍ୱର: ପୂର୍ବ ଭାରତର ଅଗ୍ରଣୀ ଉଚ୍ଚଶିକ୍ଷା ଅନୁଷ୍ଠାନ…

ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ନୂତନ ଡିଟିଆର୍ ପ୍ରକଳ୍ପ ସହ ବଲାଙ୍ଗିର ଜିଲ୍ଲାର ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଗଲା, ୧୧ ହଜାର ଉପଭୋକ୍ତା ହେବେ ଉପକୃତ

ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଦିଗରେ ଆଉ ଏକ ପଦକ୍ଷେପ ନେଇ ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପି…

ପିଏମ୍ ସୂର୍ଯ୍ୟ ଘର ଯୋଜନା: ୫୦,୦୦୦ ରୁ ଅଧିକ ଘର ଛାତରେ ରୁଫଟପ୍ ସୋଲାର ସ୍ଥାପନ କଲା ଟିପିସିଓଡିଏଲ୍

ଭୁବନେଶ୍ୱର: ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ଅଧୀନରେ ୫୦,୦୦୦ ରୁ ଅଧିକ ରୁଫଟପ୍ ସୋଲାର (ଆରଟିଏସ) ସ୍ଥାପନ କରିବାରେ ଟିପି ସେଣ୍ଟ୍ରାଲ…