ଆଜିର ଖାସ ଖବର
Sat. Apr 25th, 2026

ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ରେପୋ ସହ ଲିଙ୍କ୍ ହୋଇଥିବା ଋଣ ସୁଧ ହାର ୦.୫୦ ପ୍ରତିଶତ ହ୍ରାସ

By Admin_Dainkasha Jun10,2025

ଭୁବନେଶ୍ୱର: ଭରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ହାରରେ ହ୍ରାସ କରାଯିବା ପରେ ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ରେପୋ ଲିଙ୍କ୍ ଆଧାରିତ ସୁଧ ହାରରେ ୦.୫୦ ପ୍ରତିଶତ ହ୍ରାସ କରାଯାଇଛି। ଏହି ନିଷ୍ପତି ୨୦୨୫ ଜୁନ୍ ୭ ତାରିଖରୁ ତତ୍କାଳ ଲାଗୁ କରାଯାଇଛି। ବ୍ୟାଙ୍କର ରେପୋ ଲିଙ୍କ୍ ସୁଧ ହାର ବର୍ତ୍ତମାନ ୮.୧୫ ପ୍ରତିଶତ ରହିଛି।
ଏଥି ସହିତ ବ୍ୟାଙ୍କ ଅଫ୍ ବରୋଦା ଭାରତୀୟ ରିଜର୍ଭ ବ୍ୟାଙ୍କର ରେପୋ ଲିଙ୍କ୍ ସୁଧ ହାରକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯାଇଛି।

Related Post