ଆଜିର ଖାସ ଖବର
Sun. Sep 13th, 2026

ଏନବିବିଏଲର ବ୍ୟାଙ୍କିଙ୍ଗ କନେକ୍ଟରେ ଜସପେର ସୁଇଚ୍ ଓ ଏସଡିକେ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର: ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍ ଅଫ ଇଣ୍ଡିଆ (ଏନପିସିଆଇ)ର ଏକ ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନି ଏନପିସିଆଇ ଭାରତ ବିଲ୍‌ପେ ଲିମିଟେଡ୍ (ଏନବିବିଏଲ୍) ପକ୍ଷରୁ…

ବାଗମାନି ପ୍ରାଇମ ଅଫିସ ଆଇଆଇଟିର ୩୪୦୫ କୋଟି ଟଙ୍କାର ଆଇପିଓ ୨୦୨୬ ମେ ୫ରେ ଖୋଲିବ

ଭୁବନେଶ୍ୱର: ବେଙ୍ଗାଲୁରୁର ଅଗ୍ରଣୀ ବାଣିଜ୍ୟିକ କାର୍ଯ୍ୟାଳୟ ଆଇଆଇଟି ବାଗମାନି ପ୍ରାଇମ ଅଫିସ ଆରଇଆଇଟିର ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ୨୦୨୬ ମେ ୫, ମଙ୍ଗଳବାର…

ଭୁବନେଶ୍ୱରରେ ୪ର୍ଥ ଓଡ଼ିଶା ନାଭାଲ ଟାଟା ହକି ଗ୍ରୀଷ୍ମକାଳୀନ ଶିବିର

ଭୁବନେଶ୍ୱର, ମେ ୫, ୨୦୨୬: ରାଜଧାନୀ ଭୁବନେଶ୍ୱରରେ ‘ଓଡ଼ିଶା ନାଭାଲ ଟାଟା ହକି ଗ୍ରୀଷ୍ମକାଳୀନ ଶିବିର’ର ଚତୁର୍ଥ ସଂସ୍କରଣ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ସରକାରଙ୍କ…

ଭରତପୁର, କଳିଙ୍ଗନଗର ଏବଂ ଖଣ୍ଡଗିରି ଅଞ୍ଚଳର ୮,୦୦୦ରୁ ଅଧିକ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିଲା ଟିପିସିଓଡିଏଲ

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ବିସିଡିଡି୨ ଡିଭିଜନ ଅନ୍ତର୍ଗତ ଭରତପୁର ପିଏସଏସ ଠାରେ ଏକ ୨୫ ଏମଭିଏ ପାୱାର…

ନାରାୟଣ ସେବା ସଂସ୍ଥାନ ପକ୍ଷରୁ ୪.୫ ଲକ୍ଷରୁ ଅଧିକ ଦିବ୍ୟାଙ୍ଗଙ୍କ ମାଗଣା ଅସ୍ତ୍ରୋପଚାର

ଭୁବନେଶ୍ୱର: ଦିବ୍ୟାଙ୍ଗ ସଶକ୍ତୀକରଣ ପାଇଁ ଉତ୍ସର୍ଗୀକୃତ ଅଗ୍ରଣୀ ଏନଜିଓ ନାରାୟଣ ସେବା ସଂସ୍ଥାନ (ଏନଏସଏସ) ଏହାର ସମନ୍ୱିତ ସ୍ୱାସ୍ଥ୍ୟସେବା ଓ ଦକ୍ଷତା ବିକାଶ ଅଭିଯାନ…

ପିଏମ ସୂର୍ଯ୍ୟଘର ଯୋଜନାରେ ୬,୩୦୦ରୁ ଊର୍ଦ୍ଧ୍ଵ ଉପଭୋକ୍ତାଙ୍କ ଶୂନ ୟୁନିଟ ବିଲିଂ

ବାଲେଶ୍ଵର: ସୁଫଳ ଆଣିଛି ପିଏମ ସୂର୍ଯ୍ୟଘର ମୁଫ୍ତ ବିଜୁଳି ଯୋଜନା । ସରକାରଙ୍କ ଏହି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ସ୍ଥାପନ କରି…

ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଟିପିସିଓଡିଏଲ୍ ର ପଦକ୍ଷେପ

ଭୁବନେଶ୍ୱର: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ) ପକ୍ଷରୁ ଗୋଠପାଟଣା ପିଏସଏସ ଏବଂ ନୂଆଗାଁ ଛକଠାରେ ୨ଟି ଆରଏମୟୁ (ରିଙ୍ଗ ମେନ ୟୁନିଟ)…

କାଳବୈଶାଖୀ ପରେ ଭୁବନେଶ୍ୱର ଓ କଟକରେ ଟିପିସିଓଡିଏଲ୍‌ ପକ୍ଷରୁ ଦ୍ରୁତ ବିଦ୍ୟୁତ ସଂଯୋଗ ପୁନଃସ୍ଥାପିତ

ଭୁବନେଶ୍ୱର, ମଇ ୨, ୨୦୨୬: ଆଜି ଅପରାହ୍ନ ଓ ସନ୍ଧ୍ୟା ସମୟରେ ହୋଇଥିବା କାଳବୈଶାଖୀ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଭୁବନେଶ୍ୱର ଏବଂ…

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ମୋଟ ପ୍ରତ୍ୟକ୍ଷ ପ୍ରିମିୟମରେ ୧୪.୫% ବୃଦ୍ଧି

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୫-୨୬ ଆର୍ôଥକ ବର୍ଷରେ ଉଲ୍ଲେଖନୀୟ ଆର୍ôଥକ ପ୍ରଦର୍ଶନ କରିଛି। କମ୍ପାନି…

ଆକ୍ସିସ୍ ବ୍ୟାଙ୍କର ଟିକସ ପରବର୍ତ୍ତୀ ଲାଭ ୯% ବୃଦ୍ଧି ପାଇଁ ୭୦୭୧ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ୨୦୨୫-୨୬ ଆର୍ଥିକ ବର୍ଷକୁ ଚମତ୍କାର ଢଙ୍ଗରେ ଶେଷ କରିଛି। ଏହି ବର୍ଷର ଚତୁର୍ଥ…