କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଦ୍ୱାରା ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ୨୦୦ କୋଟି ଟଙ୍କାର ସିଏସ୍ଆର କାର୍ଯ୍ୟକ୍ରମ ଉନ୍ମୋଚିତ
ଭୁବନେଶ୍ୱର: ବିଶ୍ୱର ପଞ୍ଚମ ବୃହତ୍ ଗହଣା ରିଟେଲ୍ ଗ୍ରୁପ୍ ମାଲାବାର ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍ସ ପକ୍ଷରୁ ନୂଆଦିଲ୍ଲୀର ଆମ୍ବେଦକର ଇଂଟରନ୍ୟାସନାଲ ସେଂଟରରେ ଅନୁଷ୍ଠିତ ଏକ…









