ଆଜିର ଖାସ ଖବର
Sat. Sep 12th, 2026

ମହିନ୍ଦ୍ରା ପକ୍ଷରୁ ବିଇ ୬ ଓ ଏକ୍ସଇଭି ୯ଇ ପ୍ୟାକ୍ ଟୁ’ର ଡେଲିଭରି ଜୁଲାଇ ଶେଷ ସୁଦ୍ଧା ଆରମ୍ଭ କରିବ

ଭୁବନେଶ୍ୱର: ମହିନ୍ଦ୍ରାର ଇଲେକ୍ଟ୍ରିକ୍ ଅରିଜିନ୍ ଏସ୍‌ୟୁଭି ମୂଲ୍ୟ ଦୃଷ୍ଟିରୁ ଭାରତୀୟ ଇଭି ବଜାରରେ ଅଗ୍ରଣୀ ହୋଇପାରିଛି। ଗ୍ରାହକଙ୍କ ବିଶ୍ୱାସ ଓ ଉତ୍ସାହ ବଳରେ ଦେଶରେ…

ଟାଟା ଷ୍ଟିଲ୍ ପକ୍ଷରୁ ଏହାର ବିବିଧତା ଓ ଅର୍ନ୍ତଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍‌’ର ଏକ ଦଶଦ୍ଧି ପାଳନ

ଭୁବନେଶ୍ୱର, ୨୭/୦୬/୨୦୨୫: ଟାଟା ଷ୍ଟିଲ୍ ପକ୍ଷରୁ ୨୦୧୫ରେ ଶୁଭାରମ୍ଭ କରାଯାଇଥିବା ଏହାର ବିବିଧତା ଏବଂ ଅନ୍ତର୍ଭୁକ୍ତୀକରଣ ଅଭିଯାନ ‘ମୋଜାଇକ୍‌’ (ଏମ୍‌ଓଏସ୍‌ଏଆଇସି)ର ଏକ ଦଶନ୍ଧି ପାଳନ…

ଟିପିସିଓଡିଏଲ୍ ପକ୍ଷରୁ ରଥଯାତ୍ରା ୨୦୨୫ ପାଇଁ ସୁରକ୍ଷିତ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପୁରୀରେ ରଥଯାତ୍ରା ୨୦୨୫…

ସୁଧ ହ୍ରାସ ସମୟରେ ନିବେଶକଙ୍କ ପାଇଁ ଆକର୍ଷଣ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍‌: ଟାଟା ଏଏମ୍‌ସି

ଭୁବନେଶ୍ୱର: ସୁଧ ହାର ହ୍ରାସ ପାଉଥିବା ବେଳେ ରିଟର୍ଣ୍ଣ, ସୁରକ୍ଷା ଓ ନଗଦରେ ସନ୍ତୁଳନ ଚାହୁଥିବା ନିବେଶକମାନଙ୍କ ପସନ୍ଦ ପାଲଟିଛି ମନି ମାର୍କେଟ୍ ଫଣ୍ଡ୍‌।…

ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ଆଲ୍‌ଫା ୧-୨ ଫୁଲ୍ ଫ୍ରେମ୍ କ୍ୟାମେରା ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଦ୍ୱିତୀୟ ପିଢ଼ିର ପ୍ରମୁଖ ଆଲ୍‌ଫା ୧-୨ କ୍ୟାମେରା ଉନ୍ମୋଚନ କରାଯାଇଛି ଯାହା ହେଉଛି ଏକ ଫୁଲ୍ ଫ୍ରେମ୍ ମିରର୍‌ବିହୀନ…

ଇରେଡା ସିଏମଡିଙ୍କୁ ‘ସିଏମଏ ଆଇକନ ୨୦୨୫’ ପୁରସ୍କାର, ନିର୍ଦେଶକ (ଫାଇନାନ୍ସ)ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ପ୍ରଦୀପ କୁମାର ଦାସଙ୍କୁ ଦି ଇନଷ୍ଟିଚ୍ୟୁଟ…

ଖୁଚୁରା ଋଣ ବଜାର ଚାହିଦା ପ୍ରଭାବିତ: ଟ୍ରାନ୍ସୟୁନିୟନ ସିବିଲ ରିପୋର୍ଟ

ଭୁବନେଶ୍ୱର: ୨୦୨୪-୨୫ ଆର୍ôଥକ ବର୍ଷର ଶେଷ ତ୍ରୈମାସିକରେ ଭାରତର ଖୁଚୁରା ଋଣ ବଜାରରେ ମନ୍ଥରତା ଦେଖିବାକୁ ମିଳିଥିଲା। ନୂଆ ଋଣ ସୃଷ୍ଟି ବାର୍ଷିକ ଭିତିରେ…

ଟାଟା ଏଆଇଏ ପକ୍ଷରୁ ସମ୍ପତି ଓ ଅବସର ଯୋଜନା ପାଇଁ ଦୁଇ ନୂଆ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଭାବେ ଉଭା ହୋଇଥିବା ବେଳେ ଦେଶର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ…

ବନ୍ଧନ ବ୍ୟାଙ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଶାଖା ସମେତ ୪ଟି ରାଜ୍ୟରେ ୧୮ଟି ଶାଖାର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶାରେ ତିନିଟି ନୂଆ ଶାଖା ଖୋଲାଯାଇଥିବା ବିଷୟରେ ବନ୍ଧନ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଝାଡ଼ଖଣ୍ଡରେ ୭ଟି, ଆନ୍ଧ୍ରପ୍ରଦେଶରେ ୫ଟି…

ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟରର ୬୧ ଜଣ ପ୍ରଶିକ୍ଷଣାର୍ଥୀ ନେବେ ପାରାମେଡିକ୍ ବୃତ୍ତିଗତ ତାଲିମ

କଳିଙ୍ଗନଗର, ଜୁନ ୨୩, ୨୦୨୫: ଟାଟା ଷ୍ଟିଲ ଫାଉଣ୍ଡେସନ୍ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ଗଠିତ ଦାନଗଦି ମଲ୍ଟି-ସ୍କିଲ ଡେଭଲପମେଣ୍ଟ ସେଣ୍ଟର (ଏମଏସଡ଼ିସି)…