ଶକ୍ତି କ୍ଷେତ୍ର ରୂପାନ୍ତରଣ ପାଇଁ ବିଶ୍ବକୁ ଖଣିରେ ୧.୭ ଟ୍ରିଲିୟନ୍ ଡଲାର ନିବେଶ ଆବଶ୍ୟକ: ପ୍ରିୟା ଅଗ୍ରୱାଲ୍ ହେବର୍, ଏଚ୍ଜେଡ୍ଏଲ୍
ଭୁବନେଶ୍ୱର: ହିନ୍ଦୁସ୍ତାନ ଜିଙ୍କ୍ର ଅଧ୍ୟକ୍ଷ ତଥା ବେଦାନ୍ତ ଲିମିଟେଡ୍ର ଅଣ-କାର୍ଯ୍ୟନିର୍ବାହୀ ନିର୍ଦେଶିକା ପ୍ରିୟା ଅଗ୍ରୱାଲ ହେବର କହିଛନ୍ତି ଯେ ଶକ୍ତି କ୍ଷେତ୍ର ରୂପାନ୍ତରଣ ପାଇଁ…










