ଆଜିର ଖାସ ଖବର
Fri. Sep 11th, 2026

ବିସି ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରକଳ୍ପ “ଉନ୍ନୟନ” ଅଧୀନରେ ଗ୍ରାମୀଣ ଓଡ଼ିଶାର ସରକାରୀ ବିଦ୍ୟାଳୟର ରୂପାନ୍ତରଣ

ଭୁବନେଶ୍ୱର/ଅନୁଗୁଳ: ଭାରତର ଅଗ୍ରଣୀ ବ୍ୟବସାୟ ପ୍ରତିଷ୍ଠାନ ବିସି ଜିନ୍ଦଲ ଗ୍ରୁପର ସିଏସ୍‌ଆର୍ ଶାଖା ବିିସି ଜିନ୍ଦଲ ଫାଉଣ୍ଡେସନ କଣିହାଁ ବ୍ଲକ୍‌ର ୯ଟି ଗ୍ରାମର ୧୩ଟି…

ଫାର୍ମାସି ଅଧିକାରୀଙ୍କୁ ସମ୍ମାନସୂଚକ ଡକ୍ଟରେଟ

ରାୟଗଡା,୦୧।୩(ଆନିସ):ବିଶିଷ୍ଟ ସମାଜସେବୀ ତଥା ଫାର୍ମାସି ଅଧିକାରୀ ଶିବ ପ୍ରସାଦ ନାୟକଙ୍କୁ ସମ୍ମାନସୂଚକ ଡକ୍ଟରେଟ ମଳିଥିବା ଜଣାପଡିଛି । ଫାର୍ମାସି କ୍ଷେତ୍ର ଏବଂ ସମାଜସେବା କ୍ଷେତ୍ରରେ…

ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଦକ୍ଷିଣପୁର ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ।

କୁକୁଡାଖଣ୍ଡି: ଶନିବାର ଦିନ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ଦକ୍ଷିଣ ପୁରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ…

କଣ୍ଟ୍ରାକ୍ଟରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ରାୟାଗଡା /ଅମ୍ବାଦଳା ୨୮/୨(ଆନିସ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗ୍ରାମର ବିଶିଷ୍ଟ ବ୍ୟକ୍ତି ତଥା କଣ୍ଟ୍ରାକ୍ଟର ଟୁଟୁ ସାବତଙ୍କୁ କେହି ଅଜଣା ଲୋକ…

ନିଷ୍ଟ୍ ବିଶ୍ୱବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ନିଷ୍ଟ ବିଶ୍ବବିଦ୍ୟାଳୟ ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ବିଜ୍ଞାନ ଦିବସକୁ ଏକ ଭବ୍ୟ ସମାରୋହରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପ୍ରାଣୀ…

ଷ୍ଟେସନ ପହଞ୍ଚିବା ପୂର୍ବରୁରେଳ ଧାରଣାରୁ ଆହତ

କମାପଲ୍ଲୀ ଲାଞ୍ଜିପଲ୍ଳୀଓଭର୍ବ୍ରିଜ୍ ତଳେବିଶାଖପାଟଣା ବ୍ରହ୍ମପୁର ଟ୍ରେନଷ୍ଟେସନ ପହଞ୍ଚିବା ପୂର୍ବରୁରେଳ ଧାରଣାରୁ ଆହତଜଣକୁ ଉଦ୍ଧାର ପୂର୍ବକପୁଣି ଟ୍ରେନ ଉପରକୁ ଚଢ଼ାଇବା ଦୃଶ୍ୟ