ଆଜିର ଖାସ ଖବର
Sat. Sep 12th, 2026

ତ୍ରୈୟମାସିକଭିତ୍ତିରେ ପାଠକ ଗଣନା

‘ଇଣ୍ଡିଆନ ରିଡ଼ରସିପସର୍ଭେ’ବିଶ୍ୱର ସର୍ବବୃହତ୍ତସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ଗଣନା ରୂପ ଅଭିହିତ । ‘ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ’ ଆନୁକୂଲ୍ୟରେ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ନେଲସନ’…

ଓଡ଼ିଶାରେ ସମ୍ୱାଦପତ୍ର ପ୍ରକାଶନ

ଭାରତରେ ପ୍ରକାଶିତ ସମସ୍ତ ସମ୍ୱାଦପତ୍ରର ପ୍ରକାଶକ ‘ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନଅଫ ବୁକ୍ସ ଏକ୍ଟ, ୧୮୬୭’ ଅନୁଯାୟୀ ‘ରେଜିଷ୍ଟରାର ଅଫ ନିଉଜପେପର୍ସଇନ ଇଣ୍ଡିଆ, ନୂଆଦିଲ୍ଲୀ’ଙ୍କ ଠାରେ…

ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ

ଭାରତୀୟ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ଆନ୍ତର୍ଜାତିକସ୍ତରରେ ସର୍ବବୃହତ ବୋଲି ଦାବୀ କରାଯାଏ । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଅଫ ନିଉଜପେପରର୍ସ ଇନ ଇଣ୍ଡିଆର ବିବରଣୀ…

ସୋସିଆଲ ଅଡିଓ

କ୍ରମବର୍ଦ୍ଧିଷ୍ଣୁ ସୋସିଆଲ ମିଡ଼ିଆ ପରିଧିରେ ‘ସୋସିଆଲ ଅଡ଼ିଓ’ ମହାମାରୀ କାଳରେ ସଦ୍ୟତମ ଯୋଗଦାନ । ସ୍ମାର୍ଟଫୋନ ଉପଯୋଗରେ ଆପ୍ଲିକେସନଭିତ୍ତିକ ଗୋଷ୍ଠୀଗତ ଆଳାପ ଆଲୋଚ଼ନା ‘ଗୃପ…

ଅଡିଓ ବୁକ୍ସ

ଆନ୍ତର୍ଜାତିକ ସାହିତ୍ୟ ଶିଳ୍ପରେ ଅଡ଼ିଓବୁକ୍ସ ଏକ ମୌଳିକ ଧାରା ରୂପେ ସ୍ୱୀକୃତି ଲାଭ କରିବାରେ ଲାଗିଛି । ଖ୍ୟାତନାମା ପ୍ରକାଶକମାନଙ୍କ ଅଡିଓବୁକ୍ସପ୍ରକାଶନଗତ ତଥ୍ୟ ଅନୁଶୀଳନ…