ଆଜିର ଖାସ ଖବର
Fri. Sep 11th, 2026

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ଦୁଇଟି ନୂଆ ଶିଶୁ-ବୀମା ଯୋଜନାର ଶୁଭାରମ୍ଭ

‘ଏସବିଆଇ ଲାଇଫ-ସ୍ମାର୍ଟ ପ୍ଲାଟିନା ୟଙ୍ଗ ଆଚିଭର୍ସ’ ଓ ‘ଏସବିଆଇ ଲାଇଫ ସ୍ମାର୍ଟ ଫ୍ୟୁଚର ଷ୍ଟାର’ର ଶୁଭାରମ୍ଭ, ନିଶ୍ଚିତ ଆର୍ଥିକ ସୁରକ୍ଷା ପ୍ରଦାନ କରି ପିଲାଙ୍କ…

ଆନ୍ତର୍ଜାତୀୟ ମହିଳା ଦିବସରେ ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ପକ୍ଷରୁ ଏସିଆ, ଆଫ୍ରିକା ଏବଂ ଲାଟିନ୍ ଆମେରିକାରେ ମହିଳା ଏବଂ ସହଯୋଗୀଙ୍କୁ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଗୋଦରେଜ କଂଜ୍ୟୁମର ପ୍ରଡକ୍ଟସ ଲିମିଟେଡ୍ (ଜିସିପିଏଲ) ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଇଁ ଜିସିପିଏଲ ଏସିଆ (ଭାରତ, ଇଣ୍ଡୋନେସିଆ, ବାଂଲାଦେଶ, ଶ୍ରୀଲଙ୍କା,…

ଟାଟା ଷ୍ଟିଲ ଓ ନୀଳାଚଳ ଇସ୍ପାତ ନିଗମ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତକମ୍ପାନୀ ଏବଂ ଆଖପାଖ ଗ୍ରାମର ୮୦୦ରୁ ଅଧିକ ମହିଳା ସାମିଲ

ଟାଟା ଷ୍ଟିଲ, ଟାଟା ଷ୍ଟିଲ ଫାଉଣ୍ଡେସନ, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ (ଏନଆଇଏନଏଲ) ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଆଖପାଖ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ସଙ୍ଗୀତ ମହୋତ୍ସବ ‘ସର୍ଜୋମ ବା’ ଆୟୋଜିତ

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆଦିବାସୀ ନୃତ୍ୟଗୀତ ଓ ବାଦ୍ୟଯନ୍ତ୍ରର ସଂରକ୍ଷଣ ତଥା ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଟାଟା ଷ୍ଟିଲର ସୁକିନ୍ଦା କ୍ରୋମାଇଟ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଗୁଡିକ ପକ୍ଷରୁ ସାରା ରାଜ୍ୟରେ ୧୨,୦୦୦ରୁ ଅଧିକ ମହିଳାଙ୍କ ସଶକ୍ତୀକରଣ

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସ୍‌କମ୍ ଗୁଡିକ ଗୋଷ୍ଠୀକୁ ସଶକ୍ତ କରିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ପାଇଁ ପ୍ରତିବଦ୍ଧ…

ଭୁବନେଶ୍ୱରରେ କ୍ରେସେଣ୍ଟା ଫର୍ଟିଲିଟି ଉଦଘାଟିତ

ଉନ୍ନତ ଆଇଭିଏଫ୍ ଟେକ୍ନୋଲୋଜି ପିତାମାତା ହେବାକୁ ଚାହୁଁଥିବା ଦମ୍ପତିଙ୍କ ସ୍ୱପ୍ନ ପୂରଣ କରିବ ଭୁବନେଶ୍ୱର, ମାର୍ଚ୍ଚ ୬,୨୦୨୫ : କ୍ରେସେଣ୍ଟା ଫର୍ଟିଲିଟି ପକ୍ଷରୁ ଗୁରୁବାର…

ଏନପିସିଆଇ ନିବେଶ ଠକେଇ ସଚେତନତା ସହିତ ଡିଜିଟାଲ ସୁରକ୍ଷାକୁ ପ୍ରୋତ୍ସାହିତ କରୁଛି

ଭୁବନେଶ୍ବର: ନିବେଶ ସମ୍ବନ୍ଧୀୟ ଠକାମି ହେଉଛି ଆର୍ôଥକ ଅପରାଧର ସବୁଠାରୁ ପ୍ରତାରଣାମୂଳକ ମାଧ୍ୟମ ଯାହା ପ୍ରାୟତଃ ସାମାଜିକ ବ୍ୟବସ୍ଥା ଓ ମାନବ ମନୋଭାବକୁ ନିୟନ୍ତ୍ରଣ…

ଅମୃତାଞ୍ଜନର ଋତୁସ୍ରାବ ସ୍ୱଚ୍ଛତା ବ୍ରାଣ୍ଡ୍ କମ୍ଫି ୧୦୦ କୋଟି ଅତିକ୍ରମ

ଭୁବନେଶ୍ୱର: ଅମୃତାଞ୍ଜନ ହେଲ୍‌ଥକେୟାର ପକ୍ଷରୁ ୨୦୧୧ରେ କମ୍ଫି ବ୍ରାଣ୍ଡ୍‌ର ଶୁଭାରମ୍ଭ କରାଯାଇଥିଲା, ଯାହା ଏବେ ୧୦୦ କୋଟି ଟଙ୍କାର ବ୍ରାଣ୍ଡ୍‌ରେ ପରିଣତ ହୋଇଛି। ସାନିଟାରି…

ରାଜ୍ୟ ପାଇଁ ଗୌରବ ଆଣିଲେ ଟିପିସିଓଡିଏଲ୍ ଲାଇନମ୍ୟାନ

ଭୁବନେଶ୍ୱର: ଟିପିସିଓଡିଏଲ୍ ଲାଇନମ୍ୟାନ ଶ୍ରୀ ଲଡୁ କିଶୋର ପ୍ରଧାନ ନୂଆଦିଲ୍ଲୀରେ ଅନୁଷ୍ଠିତ ଲାଇନ୍‌ମ୍ୟାନ୍ ଦିବସ ୨୦୨୫ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟୁତ କର୍ତୃପକ୍ଷ (ସିଇଏ)ଙ୍କ ଦ୍ୱାରା…

ଲାଇନ୍‌ମ୍ୟାନ୍ ଦିବସ ୨୦୨୫: କେନ୍ଦ୍ରୀୟ ବିଦ୍ୟୁତ୍ କତୃପକ୍ଷଙ୍କ ଦ୍ୱାରା ଟାଟା ପାୱାରର ଲାଇନ୍‌ମ୍ୟାନ୍ ସମ୍ମାନିତ

ଭୁବନେଶ୍ୱର: ଟାଟା ପାୱାର ଓଡ଼ିଶା ଓ ଦିଲ୍ଲୀ ଡିସ୍‌କମ୍‌କୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଲାଇନ୍‌ମ୍ୟାନ୍ ଦିବସ ୨୦୨୫ରେ ଟାଟା ପାୱାର୍…