ଆଜିର ଖାସ ଖବର
Mon. Jul 27th, 2026

ଦୈନିକ ସମ୍ୱାଦପତ୍ରର ଦ୍ୱି- ବାର, ତ୍ରି- ବାର ସାପ୍ତାହିକ ରୂପ

ଓଡ଼ିଶାର ପାଠକମାନେ ସାଧାରଣତଃ ଦୈନିକ ସମ୍ୱାଦପତ୍ର ସାଙ୍ଗକୁ ସାପ୍ତାହିକ, ପାକ୍ଷିକ, ମାସିକ, ଦ୍ୱି-ମାସିକ, ତ୍ରୈୟମାସିକ କିମ୍ୱା ଅର୍ଦ୍ଧବାର୍ଷିକ ଓ ବାର୍ଷିକ ପତ୍ରପତ୍ରିକା ସହ ପରିଚିତ…

ଟେବଲଏଡ଼ ସାମ୍ୱାଦିକତାର ନୂତନ ପରିଭାଷା

ଟେବଲଏଡ଼ ସାମ୍ୱାଦିକତା ସାଧାରଣତଃ ଚ଼ାଞ୍ଚଲ୍ୟକର ସମ୍ୱାଦ ପରିବେଷଣକୁ ବୁଝାଇଥାଏ । ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପାରମ୍ପରିକଭାବେ କ୍ରାଇମ, ସେଲିବ୍ରିଟି ଆଧାରିତ ଗସିପ ସ୍ତମ୍ଭ,ଖାଦ୍ୟଓଜ୍ୟୋତିଷକୁ ନେଇ ଟେବଲଏଡ଼…

ତ୍ରୈୟମାସିକଭିତ୍ତିରେ ପାଠକ ଗଣନା

‘ଇଣ୍ଡିଆନ ରିଡ଼ରସିପସର୍ଭେ’ବିଶ୍ୱର ସର୍ବବୃହତ୍ତସମ୍ୱାଦପତ୍ର ଓ ପତ୍ରପତ୍ରିକା ପାଠକ ଗଣନା ରୂପ ଅଭିହିତ । ‘ମିଡ଼ିଆ ରିସର୍ଚ୍ଚୟୁଜର୍ସ କାଉନସିଲ’ ଆନୁକୂଲ୍ୟରେ ବ୍ୟାବସାୟିକ ଗବେଷଣା ସଂସ୍ଥା ‘ନେଲସନ’…

ଓଡ଼ିଶାରେ ସମ୍ୱାଦପତ୍ର ପ୍ରକାଶନ

ଭାରତରେ ପ୍ରକାଶିତ ସମସ୍ତ ସମ୍ୱାଦପତ୍ରର ପ୍ରକାଶକ ‘ପ୍ରେସ ଏଣ୍ଡ ରେଜିଷ୍ଟ୍ରେସନଅଫ ବୁକ୍ସ ଏକ୍ଟ, ୧୮୬୭’ ଅନୁଯାୟୀ ‘ରେଜିଷ୍ଟରାର ଅଫ ନିଉଜପେପର୍ସଇନ ଇଣ୍ଡିଆ, ନୂଆଦିଲ୍ଲୀ’ଙ୍କ ଠାରେ…

ଭାରତୀୟ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ

ଭାରତୀୟ ସମ୍ୱାଦପତ୍ର ପ୍ରସାର ସଂଖ୍ୟା ଆନ୍ତର୍ଜାତିକସ୍ତରରେ ସର୍ବବୃହତ ବୋଲି ଦାବୀ କରାଯାଏ । କେନ୍ଦ୍ର ସରକାରଙ୍କ ରେଜିଷ୍ଟ୍ରାର ଅଫ ନିଉଜପେପରର୍ସ ଇନ ଇଣ୍ଡିଆର ବିବରଣୀ…