ଆଜିର ଖାସ ଖବର
Tue. Sep 15th, 2026

ସିଡିଏସଏଲ ଆଇପିଏଫ ପକ୍ଷରୁ ପୁରୀ ଓ ଭଦ୍ରକରେ ନିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର/ପୁରୀ/ଭଦ୍ରକ : ସିଡିଏସଏଲ ନିବେଶକ ସୁରକ୍ଷା ପାଣ୍ଠି (ସିଡିଏସ୍‌ଏଲ୍ ଆଇପିଏଫ୍‌) ପକ୍ଷରୁ ପୁରୀ ଓ ଭଦ୍ରକର ବାରିକପୁର ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଏକ ନିବେଶ…

ଡିବିଏସ୍ ଫାଉଣ୍ଡେସନ ପକ୍ଷରୁ ୫.୧ ନିୟୁତ ଏସଜିଡି ପାଣ୍ଠି ସହିତ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ବୃଦ୍ଧି ପାଇଁ ହକଦର୍ଶକ ସହ ସହଯୋଗିତା

ଭୁବନେଶ୍ୱର: ଡିବିଏସ୍ ଫାଉଣ୍ଡେସନ ହକଦର୍ଶକ ଏମ୍ପାୱାରମେଂଟ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍‌ଇଏସପିଏଲ୍‌) ସହ ଭାଗିଦାରୀରେ ଗ୍ରାମୀଣ ଭାରତ ଉପରେ ଧ୍ୟାନ ଦେଇ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ…

TPSODL Celebrates Ethics Week 2025

ଟିପିଏସ୍ଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳିତ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନୈତିକତା ସପ୍ତାହ ୨୦୨୫…

ଏମ୍‌ଏଏସ୍ ପକ୍ଷରୁ ଭୁଇଁପୁରରେ ଏମ୍‌ଏଏସ୍ ପୋଷାକ ପାର୍କ ସ୍ଥାପନ ପାଇଁ ଶିଳାନ୍ୟାସ

ଭୁବନେଶ୍ୱର: ଦକ୍ଷିଣ ଏସିଆର ସର୍ବବୃହତ ପୋଷାକ ନିର୍ମାତା ଭାରତର ଓଡ଼ିଶା ରାଜ୍ୟସ୍ଥିତ ଭୁଇଁପୁରରେ ଏହାର ପ୍ରଥମ ୟୁନିଟ୍ ଏମ୍‌ଏଏସ୍ ଆପାରେଲ୍ (ପୋଷାକ) ପାର୍କ ନିର୍ମାଣ…

ଟିପିସିଓଡିଏଲ୍ ପକ୍ଷରୁ ନୈତିକତା ସପ୍ତାହ ୨୦୨୫ ପାଳନର ଶୁଭାରମ୍ଭ

ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଟାଟା ଗ୍ରୁପର ପ୍ରତିଷ୍ଠାତା…

ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ରାଉରକେଲା ସହରରେ ଭ୍ରାମ୍ୟମାଣ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଶୁଭାରମ୍ଭ

ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ରାଉରକେଲା ସହରବାସୀଙ୍କ ପାଇଁ ସ୍ଥିର ଏବଂ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦିଆଯିବା ଲାଗି…

ବେଦାନ୍ତ ପକ୍ଷରୁ ଆକ୍ସା କ୍ଲାଇମେଟ୍ ସହଯୋଗିତାରେ ବେଦାସ୍‌ର ଶୁଭାରମ୍ଭ

ଭୁବନେଶ୍ୱର: କର୍ପୋରେଟ୍ ସଷ୍ଟେନେବିଲିଟି (ସ୍ଥାୟିତ୍ୱ) ପ୍ରତି ଦୃଢ଼ ପଦକ୍ଷେପ ସ୍ୱରୂପ ବେଦାନ୍ତ ଗ୍ରୁପ୍ ପକ୍ଷରୁ ଆକ୍ସା କ୍ଲାଇମେଟ୍ ସହଯୋଗରେ ବେଦାସ (ବେଦାନ୍ତ ଏକାଡେମି ଫର…

ଟାଟା ଏଆଇଏ ପକ୍ଷରୁ ଭୁବନେଶ୍ୱର ଓ କଟକରେ ବୀମା ସଚେତନତା ବୃଦ୍ଧି ପାଇଁ “ପ୍ଲେଜ୍ ଟୁ ପ୍ରୋଟେକ୍ଟ” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଘରୋଇ ଜୀବନ ବୀମା କମ୍ପାନି ଟାଟା ଏଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ (ଟାଟା ଏଆଇଏ) ପକ୍ଷରୁ ଜୀବନର ସୁରକ୍ଷା ପ୍ରତି ପ୍ରତିବଦ୍ଧତାକୁ…

ଟାଟା ଏଆଇଏ ଲାଇଫ୍ ପକ୍ଷରୁ ମଲ୍‌ଟିକ୍ୟାପ୍ ମୋମେଂଟମ୍ କ୍ୱାଲିଟି ଇଣ୍ଡେକ୍ସ ପେନ୍‌ସନ୍ ଫଣ୍ଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଅବସରକାଳୀନ ଯୋଜନା ପ୍ରସ୍ତୁତ କରିବା ଓ ନିଜ ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ ରଖିବା ଲାଗି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କମ୍ପାନି ଲିମିଟେଡ୍…

ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସର୍ବଭାରତୀୟ କଳା, ହସ୍ତକଳା ଓ ସାହିତ୍ୟ ପ୍ରତିଯୋଗିତା “ସ୍ପ୍ଲାସ୍‌’ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ-ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୭-୧୪ ବର୍ଷର ପିଲାମାନଙ୍କୁ ନେଇ ଆୟୋଜିତ ସର୍ବଭାରତୀୟ ବାର୍ଷିକ କଳା, ହସ୍ତକଳା ଓ…