ସାତ୍ୱିକ ସୋଲାର ପକ୍ଷରୁ ଓଡ଼ିଶାର ୨.୪ ଗିଗାୱାଟ୍ ସୋଲାର ସେଲ୍ କାରଖାନା ପାଇଁ ଏଏଲ୍ଏମ୍ଏମ୍ ତାଲିକା-୨ରେ ସାମିଲ ନିମନ୍ତେ ଆବେଦନ
ଭୁବନେଶ୍ୱର: ସାତ୍ୱିକ ଗ୍ରିନ ଏନର୍ଜି ଲିମିଟେଡ୍ର ସହାୟକ କମ୍ପାନି ସାତ୍ୱିକ ସୋଲାର ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓଡ଼ିଶାର ୨.୪ ଗିଗାୱାଟ୍ ବିଶିଷ୍ଟ ସୋଲାର୍…





