ଡିମର୍ଜର ହୋଇଥିବା ପ୍ରତିଟି କମ୍ପାନି ୧୦୦ ବିଲିୟନ ଡଲାର କମ୍ପାନିରେ ପରିଣତ ହେବାର ସମ୍ଭାବନା ରହିଛି: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ୍
ଭୁବନେଶ୍ୱର: ବେଦାନ୍ତ ଲିମିଟେଡର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ ପ୍ରତ୍ୟେକ ଡିମର୍ଜଡ୍ (ପୃଥକ ହୋଇଥିବା) କମ୍ପାନି ୧୦୦ ବିଲିୟନ ଡଲାରର କମ୍ପାନୀରେ ପରିଣତ…










