ଆଜିର ଖାସ ଖବର
Sun. Sep 13th, 2026

ଟିପିଡବ୍ଲୁଓଡିଏଲ୍‌ର ରୁଫଟପ୍ ସୋଲାର ଅଭିଯାନ ପ୍ରତିବର୍ଷ ୧.୩୨ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସରେ ସହାୟକ ହେବ

ବୁର୍ଲା, ଓଡ଼ିଶା : ପଶ୍ଚିମ ଓଡ଼ିଶାରେ ସବୁଜ ଶକ୍ତିର ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ…

ଟିପିସିଓଡିଏଲ୍ ପକ୍ଷରୁ ଜେ.ଆର.ଡି. ଟାଟାଙ୍କ ଜୟନ୍ତୀ ଅବସରରେ ନୈତିକତା ଦିବସ ପାଳିତ

ଭୁବନେଶ୍ୱର, ଜୁଲାଇ ୨୯: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ…

ବ୍ୟାଙ୍କ୍ ଅଫ୍ ବରୋଦାର ୨୦୨୬-୨୭ ପ୍ରଥମ ତ୍ରୈମାସିକରେ ନିଟ୍ ଲାଭ ୧୨୭୮ କୋଟି ଟଙ୍କା

ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୨୦୨୬-୨୭ ଆର୍ôଥକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ବ୍ୟାଙ୍କ ଏହି ତ୍ରୈମାସିକରେ ୧୨୭୮ କୋଟି ଟଙ୍କାର…

ୱାଣ୍ଡର ସିମେଂଟ୍ ପକ୍ଷରୁ ୨୫୦ ମୋଂଟ୍ରା ଇଲେକ୍ଟ୍ରିକ୍ ରାଇନୋ ଟ୍ରକ୍ ମୂତୟନ; ଭାରତର ସର୍ବବୃହତ୍ ୧୪୫୦ କିମି ମାଲ ପରିବହନ ରୁଟ୍‌ର ବିଦ୍ୟୁତ୍‌କରଣ

ଭୁବନେଶ୍ୱର: ମୋଂଟ୍ରା ଇଲେକ୍ଟ୍ରିକ୍‌ର ଇଏମ୍‌ଆଣ୍ଡ୍ ଏଚ୍‌ସିଭି ଡିଭିଜନ୍ ପକ୍ଷରୁ ୱାଣ୍ଡର ସିମେଂଟ୍‌ରେ ୨୫୦ ହେଭି ଡ୍ୟୁଟି ଟ୍ରକ୍ ରାଇନୋ ୫୫୩୮ ଇଭି ୪ଞ୍ଚ୨ ଟିଟି…

ଆର୍‌ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫର ୨୦୨୬ ଅଗଷ୍ଟ ୫, ବୁଧବାର ଖୋଲିବ

ଆର୍‌ଡି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଅଗଷ୍ଟ ୫ ବୁଧବାର ଦିନ ଖୋଲିବ। ଆଙ୍କର ନିବେଶକମାନେ ଏହାର ଗୋଟିଏ ଦିନ…

ଜୁନିପର ଗ୍ରିନ୍ ଏନର୍ଜିର ୧୮୦୦ କୋଟି ଟଙ୍କାର ଆଇପିଓ ୨୦୨୬ ଜୁଲାଇ ୩୦ରେ ଖୋଲିବ

ଭୁବନେଶ୍ୱର: ଜୁନିପର ଗ୍ରିନ୍ ଏନର୍ଜି ଲିମିଟେଡ୍‌ର ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ୨୦୨୬ ଜୁଲାଇ ୩୦ ଗୁରୁବାର ଦିନ ଖୋଲିବ। ଏହି ଅଫରର ପରିମାଣ…

ଭାରତ ରତ୍ନ ଜେଆରଡି ଟାଟାଙ୍କ ୧୨୨ତମ ଜନ୍ମ ଜୟନ୍ତୀ ଅବସରରେ ଟିପିଡବ୍ଲୁଓଡିଏଲ୍‌ ପକ୍ଷରୁ ‘ନୈତିକତା ଦିବସ’ ପାଳିତ

ଟାଟା ଗ୍ରୁପ୍‌ର ନୈତିକତା, ସଚ୍ଚୋଟତା ଓ ରାଷ୍ଟ୍ର ଗଠନର ସମୃଦ୍ଧ ପରମ୍ପରାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ…

ଆଗୁଆ ପ୍ରସ୍ତୁତି ଏବଂ ଏକ ସମର୍ପିତ କର୍ମଚାରୀ ଦଳର ପ୍ରଚେଷ୍ଟାରେ ରଥଯାତ୍ରାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିପାରିଛି ଟିପିସିଓଡିଏଲ୍

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍), ୨୦୨୬ ରଥଯାତ୍ରା ସମୟରେ ସୁରକ୍ଷିତ,…

ମାଇଅସେଟ୍‌ପଏଣ୍ଟ ଭାରତ–ୟୁଏଇ ମଧ୍ୟରେ ସୀମାପାର ରିଅଲ୍ ଏଷ୍ଟେଟ୍ ସହଯୋଗ ପ୍ଲାଟଫର୍ମ ଆରମ୍ଭ କଲା

ଭୁବନେଶ୍ବର : ରିଅଲ୍ ଏଷ୍ଟେଟ୍ ପ୍ରଯୁକ୍ତି କମ୍ପାନୀ ମାଇଅସେଟ୍‌ପଏଣ୍ଟ ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଏହାର ଏଜେଣ୍ଟ ସହଯୋଗ ପ୍ଲାଟଫର୍ମ ଶୁଭାରମ୍ଭ…

ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୬ ପାରା ସ୍ପୋର୍ଟସ୍ ସିଜନ ପାଇଁ “ପ୍ରିନ୍‌ସିପାଲ୍ ପାର୍ଟନର” ଭାବେ ଭାରତୀୟ ପାରାଲିମ୍ପିକ କମିଟି (ପିସିଆଇ) ସହ ସହଯୋଗିତା

ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଘରୋଇ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୬ ପାରା ସ୍ପୋର୍ଟସ ସିଜନ ପାଇଁ…