ଆଜିର ଖାସ ଖବର
Fri. Sep 11th, 2026

ରୋଶନି ବୃତ୍ତିଗତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ଦକ୍ଷ ଏବଂ ସଶକ୍ତ କରୁଛି ଟିପିସିଓଡିଏଲ୍

ଟିପିସିଓଡିଏଲ ପକ୍ଷରୁ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଖୋର୍ଦ୍ଧା ଭୋକେସନାଲ ଟ୍ରେନିଂ ସେଣ୍ଟରରେ ଟିପିସିଓଡିଏଲ ପକ୍ଷରୁ ମହିଳାମାନଙ୍କୁ ତାଲିମ…

ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୭,୨୬୮ କୋଟି ଟଙ୍କାର ନୂଆ ବ୍ୟବସାୟ ପ୍ରିମିୟମ ହାସଲ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫ ଜୁନ୍ ୩୦ ସୁଦ୍ଧା ୭୨୬୮ କୋଟି ଟଙ୍କାର ନୂଆ…

ଏକ୍‌ଜିକ୍ୟୁଟିଭ୍ ସେଂଟର୍ ଇଣ୍ଡିଆ ପକ୍ଷରୁ ୨୬୦୦ କୋଟି ଟଙ୍କା ସଂଗ୍ରହ ପାଇଁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପ୍ରିମିୟମ୍ ନମନୀୟ କର୍ମକ୍ଷେତ୍ର ସମାଧାନ ପ୍ରଦାନ କରୁଥିବା ଅଗ୍ରଣୀ ସଂସ୍ଥା ଏକ୍‌ଜିକ୍ୟୁଟିଭ୍ ସେଂଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଇଂଲଣ୍ଡ ଗସ୍ତ ଅବସରରେ ସ୍ୱାକ୍ଷରିତ ଭାରତ-ବ୍ରିଟେନ୍ ଏଫଟିଏ ‘ମେକ୍ ଇନ୍ ଇଣ୍ଡିଆ’ ପାଇଁ ଏକ ନୂଆ ଯୁଗର ଶୁଭାରମ୍ଭ: ଟିଭିଏସ ମୋଟର

ଭୁବନେଶ୍ୱର: ଟିଭିଏସ୍ ମୋଟର କମ୍ପାନି ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇଂଲଣ୍ଡ ଗସ୍ତ ସମୟରେ ସ୍ୱାକ୍ଷରିତ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ)କୁ…

ଦୀର୍ଘସ୍ଥାୟୀ ପ୍ରଗତି ପଥରେ

ଭୁବନେଶ୍ୱର, ୨୭/୦୭/୨୦୨୫: ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଟାଟା ଷ୍ଟିଲ୍‌ର ଇଣ୍ଡଷ୍ଟ୍ରିଆଲ ବାଇ-ପ୍ରଡକ୍ଟ ମ୍ୟାନେଜମେଣ୍ଟ ଡିଭିଜନ (ଆଇବିଏମଡି) ପକ୍ଷରୁ ଏହାର ଅଭିନବ ତଥା ପରିବେଶ…

ଟିପିସିଓଡିଏଲ୍ ପକ୍ଷରୁ ପିପିଲି-ଡେଲାଙ୍ଗ ଅଂଚଳରେ ବିଦ୍ୟୁତ୍ ନେଟ୍‌ୱର୍କର ସୁଦୃଢ଼ୀକରଣ; ନୂଆ ଭିତ୍ତିଭୂମି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ପିପିଲି-ଡେଲାଙ୍ଗ ଅଂଚଳରେ ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆଣିବା ଦିଗରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଓଡିଏସ୍‌ଏସ୍‌ପି ଫେଜ୍‌-୪ ଅଭିଯାନ…

ଏସ୍‌ବିଆଇ ପକ୍ଷରୁ ୧୩,୪୫୫ ଜୁନିଅର୍ ଆସୋସିଏଟ୍‌ସଙ୍କୁ ସାମିଲ କରିବା ସହ ଦେଶବ୍ୟାପୀ ଗ୍ରାହକ ସେବାର ସୁଦୃୃଢ଼ୀକରଣ

ଭୁବନେଶ୍ୱର: ଦେଶର ସର୍ବବୃହତ୍ ଓ ସବୁଠୁ ବିଶ୍ୱସନୀୟ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷୁ ନୂତନ ଭାବେ ନିଯୁକ୍ତ ହୋଇଥିବା ୧୩,୪୫୫୬ ଜୁନିଅର ଆସୋସିଏଟ୍‌ସ…

ଏସ୍‌ବିଆଇ ଲାଇଫ୍ ପକ୍ଷରୁ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ୍ ଭୁବନେଶ୍ୱରରୁ ଆଇଡିଏସନ୍‌ଏକ୍ସ ୨.୦ର ଶୁଭାରମ୍ଭ; ସାରା ଭାରତର ୧୦୦ ବି-ସ୍କୁଲ୍‌କୁ ଯୋଡ଼ିବ

ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱସନୀୟ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ପ୍ରମୁଖ ନବସୃଜନ ଅଭିଯାନ “ଆଇଡିଏସନଏକ୍ସ ୨.୦”ର ଦ୍ୱିତୀୟ…

ବ୍ୟାଙ୍କ୍ ଅଫ୍ ବରୋଦାର ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ତ୍ରୈମାସିକରେ ୪,୫୪୧ କୋଟି ଟଙ୍କାର ନିଟ୍ ଲାଭ

ଭୁବନେଶ୍ୱର: ରାଷ୍ଟ୍ରାୟତ ବ୍ୟାଙ୍କ୍ ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ୨୦୨୫ ଜୁନ ୩୦ ସୁଦ୍ଧା ଶେଷ ପ୍ରଥମ ତ୍ରୈମାସିକର ଆର୍ôଥକ ଫଳାଫଳ ଘୋଷଣା କରାଯାଇଛି।…

ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲଖନୀୟ କାର୍ଯ୍ୟ ପାଇଁ ଟିପିସିଓଡିଏଲକୁ ସିଏସଆର ଟାଇମ୍ସ ପୁରସ୍କାର

ଭୁବନେଶ୍ୱର: ଟାଟା ପାୱର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିସିଓଡିଏଲ୍‌) ଦିଲ୍ଲୀରେ ଆୟୋଜିତ ୧୨ତମ…