ଚାରି ଜଣ ରାଜ୍ୟଗୋଷ୍ଠୀ ଯୋଗ୍ୟତା ହାସଲକାରୀଙ୍କ ସମେତ ୫୦୦ରୁ ଅଧିକ ଜୁଡୋ ପ୍ରତିଭାଙ୍କୁ ଆକ୍ସିସ୍ ବ୍ୟାଙ୍କ ଓ ଆଇଆଇଏସ୍ର ସହଯୋଗ
ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଇନସ୍ପାୟାର ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ (ଆଇଆଇଏସ୍) ସହଯୋଗରେ ଆକ୍ସିସ ବ୍ୟାଙ୍କ ଜୁଡୋ…








