ଆଜିର ଖାସ ଖବର
Tue. Jul 28th, 2026

୧୧୯ ବର୍ଷରେ ଟାଟା ଷ୍ଟିଲ୍‌

ଭୁବନେଶ୍ୱର, ୨୬/୦୮/୨୦୨୫: ୧୯୦୭ ମସିହା ଅଗଷ୍ଟ ୨୬ ସେତେବେଳେର ଅବିଭକ୍ତ ଓଡ଼ିଶା-ବିହାର-ବେଙ୍ଗଲରେ ଥିବା ସାକଚିଠାରେ ଏକ ବଳିଷ୍ଠ ସ୍ୱପ୍ନର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତାହା…

ମୋଲବିଓ ଡାଏଗ୍ନୋଷ୍ଟିକ୍ସ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଅଗ୍ରଣୀ ଡାଏଗ୍ନୋଷ୍ଟିକ୍ସ କମ୍ପାନି ମୋଲବିଓ ଡାଏଗ୍ନୋଷ୍ଟିକ୍ସ ଲିମିଟେଡ୍ ପକ୍ଷରୁ ଇନିସିଆଲ ପବ୍ଲିକ୍ ଅଫରିଂ (ଆଇପିଓ) ଜରିଆରେ ପାଣ୍ଠି ହାସଲ କରିବା ଲାଗି ଭାରତୀୟ…

ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରରେ “ମିଳାପ” ରିଟେଲର ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ବି ସି ଜିନ୍ଦଲ ଗ୍ରୁପ୍‌ର ଅଂଶ ଓ ଭାରତର ଅନ୍ୟତମ ଅଗ୍ରଣୀ ଆନୁଷଙ୍ଗିକ ଇସ୍ପାତ ଉତ୍ପାଦ ନିର୍ମାତା ଜିନ୍ଦଲ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ…

ସ୍କ୍ରିନ୍ ଆୱାର୍ଡସ୍ ୨୦୨୫: ଏକ ସାଂସ୍କୃତିକ ମାଇଲଖୁଂଟ ୟୁଟୁୃ୍ୟବ୍ ସହ ହେଲା ଡିଜିଟାଲ୍‌-ପ୍ରଥମ

ଭୁବନେଶ୍ୱର: ଦି ଇଣ୍ଡିଆନ୍ ଏକ୍ସପ୍ରେସ୍ ଗ୍ରୁପ୍ ପକ୍ଷରୁ ସ୍କ୍ରିନ୍ ଆୱାର୍ଡସ୍ ୨୦୨୫କୁ ୟୁଟ୍ୟୁବ୍‌ରେ ନୂଆ ଢଙ୍ଗରେ ଉନ୍ମୋଚନ କରାଯାଇଛି। ଏହା ହେଉଛି ଭାରତୀୟ ସିନେମା…

ବନ୍ଧନ ବ୍ୟାଙ୍କ ପକ୍ଷରୁ ୧୦ମ ବାର୍ଷିକୀରେ “ଲିଗାସି ଖାତା’ର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସାର୍ବଜନୀନ ବ୍ୟାଙ୍କ ବନ୍ଧନ ବ୍ୟାଙ୍କ ପ୍ରିମିୟମ୍ ଉତ୍ପାଦ “ଲିଗାସି ସଂଚୟ ଖାତା’ ଶୁଭାରମ୍ଭ କରାଯାଇଛି। ଉନ୍ନତ ଓ…

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍ତର୍ଭୁକ୍ତୀକରଣ ବିକାଶ ଅଭିଯାନ ଜରିଆରେ ୨୦୨୪-୨୫ ଆର୍ôଥକ ବର୍ଷରେ ୧.୮୯ କୋଟି ଜୀବନକୁ ପ୍ରଭାବିତ କରିଛି

ଭୁବନେଶ୍ୱର: ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସ୍ଥାୟୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରାଯାଇଛି ଯାହା ଉପରେ ବ୍ୟାଙ୍କର ପରିବେଶ, ସମାଜ ଓ ଗଭର୍ଣ୍ଣାସ (ଇଏସଜି)…

‘ଗାଁ ଚାଲ’ ଅଭିଯାନ ଜରିଆରେ ଗ୍ରାମୀଣ ଯୋଗାଯୋଗକୁ ସୁଦୃଢ଼ କରିଛି ଟିପିସିଓଡିଏଲ୍

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଗ୍ରାମୀଣ ଆଉଟ୍‌ରିଚ୍…

ଭିମ୍ ପେମେଂଟ୍‌ସ ଆପ୍ ପକ୍ଷରୁ କୌନ ବନେଗା କରୋଡ଼ପତିରେ ସ୍ୱତନ୍ତ୍ର “ଗୋଲ୍‌ଡେନ୍ ୱିକ୍‌” ଶୁଭାରମ୍ଭ ପାଇଁ ସୋନି ଏଂଟରଟେନ୍‌ମେଂଟ୍ ଟେଲିଭିଜନ ସହ ସହଯୋଗିତା

ଭୁବନେଶ୍ୱର: ଏନପିସିଆଇ ଭିମ୍ ସର୍ଭିସେସ୍ ଲିମିଟେଡ୍ (ଏନବିଏସ୍‌ଏଲ୍‌) ପକ୍ଷରୁ ବିକାଶ କରାଯାଇଥିବା ସ୍ୱଦେଶୀ ପେମେଂଟ୍ ଆପ୍ ଭିମ୍ ଆପ୍ ପକ୍ଷରୁ ଲୋକପ୍ରିୟ ଟିଭି ସୋ’…

ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଏମଏସଏମଇ ପାଖରେ ଋଣ ପହଂଚାଇବା ପାଇଁ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏମଏସଏମଇ ଆଉଟରିଚକୁ ସମ୍ପ୍ରସାରଣ କରି ଇଣ୍ଡସଇଣ୍ଡ ବ୍ୟାଙ୍କ ପକ୍ଷରୁ ଭାରତ ସରକାରଙ୍କ ଏମଏସଏମଇ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ…

ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ ପକ୍ଷରୁ ଗ୍ରାହକ ସେବାରେ ଉନ୍ନତି

ଭୁବନେଶ୍ୱର: ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ଡିସକମ ଗୁଡ଼ିକ ଯଥା ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ), ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍…